ଓଡିଶା ଖବର

ଅପେରାଜିତା ଙ୍କ ପ୍ରେସ ମିଟ 

ଭୁବନେଶ୍ୱର (AKN NEWS): ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ । ସୂର୍ଯ୍ୟଙ୍କ ପ୍ରକୋପକୁ ଫିକା ପକାଇଦେଉଛି ରାଜନୀତି ତାତି । ଘଡ଼ିକୁ ଘୋଡ଼ା ଛୁଟିଲା ଭଳି ରାଜ୍ୟ ରାଜନୀତିରେ ପ୍ରତିମୁହୂର୍ତ୍ତରେ ନୂଆ ନୂଆ ଘଟଣା ଘଟୁଛି । ଆଜି ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟବିଜେପି ମୁଖ୍ୟ କାର୍ଯଳୟ ଠାରେ ଏକ ପ୍ରେସ ମିଟ ସେ ଅପେରାଜିତା କହିଛନ୍ତି ଯେ ଶ୍ରୀ ମନ୍ଦିର ପ୍ରକଳ୍ପ ଚର୍ଚ୍ଚ ସାର୍ଵଜନୀ କରିବାକୁ ସେ ଦାବିକରିଛନ୍ତି ଭବ୍ୟ ରାମ ମନ୍ଦିର ପାଇଁ କେବଳ ଚଉଦ ସହ କୋଟି ଖର୍ଚ୍ଚ ହୋଇଛି ଶ୍ରୀ ମନ୍ଦିର ପ୍ରକଳ୍ପ ପାଇଁ କାହିଁକି ଚାରି ହଜାର ଦୁଇ ସହ କୋଟି ଖର୍ଚ୍ଚ ସ୍ପଷ୍ଟ କରନ୍ତୁ l ଓଡିଶା ରେ ବିଜେପି ସରକାର ବିକାଶ କଣ ଆମେ ଦେଖିଇବୁ ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ଵିଫୁଳଚେଷ୍ଟା ଚାଲେଇଛନ୍ତି

ସେ କହିଥିଲେ ଆହୁରି କହିଛନ୍ତି ଯେ ଜଣେ ଯୁବ ମୁଖ୍ୟମନ୍ତ୍ରୀ ହବାଦରକାର ବୋଲି କହିଥିଲେ ଏମିତି ଅନେକ ପ୍ରଶ୍ନ ସେ କରିଛନ୍ତି

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!