*ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜଟାବାଳ ଠାରେ ୭୯ତମ ସ୍ୱାଧିନତା ଦିବସ ପାଳିତ *

ନବରଙ୍ଗପୁର(AKN NEWS):ଆଜି ସମଗ୍ର ଦେଶ ୭୯ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି |
ପାପଡାହାଣ୍ଡି ବ୍ଲକର କାର୍ଯ୍ୟରତ ସମସ୍ତ ଡ୍ରାଇଭର ସହିତ ପଞ୍ଚାୟତ ହାଇ ସ୍କୁଲ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଜଟାବାଲ ସ୍ଥିତ ବୈଠକ ଗୃହ ନିକଟରେ ଏକତ୍ରିତ ହେବାପରେ ପତାକା ଉତ୍ତୋଳନ କରି ଥିଲେ| ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ମୋତିରାମ ନାୟକ ଯୋଗଦେଇ ପତାକା ଉତ୍ତୋଳନ କରି ଅମର ସହିଦ୍ ଙ୍କ ସ୍ମୃତିଚାରଣ କରିଥିଲା ବେଳେ ଆୟୋଜିତ।
ଉକ୍ତ କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି ଓଡ଼ିଶା ଡ୍ରାଇଭର ମହାସଂଘର ବ୍ଲକର ଉପ ସଭାପତି ସୁବଜ ସଗରିଆ, ସମ୍ପାଦକ ସିପୁନ ରଞ୍ଜନ ବେନିଆ, ସମ୍ପାଦକ ବଳି ହରିଜନ, କୋଷାଧକ୍ଷ ଦେବୀ ହରିଜନ,କାର୍ଯ୍ୟରତ ଅର୍ଜୁନ ଜାନି, ଡମରୁଧର ଡଣ୍ଡସେନା, କହ୍ନେଇ ଗୌଡ଼,ରମେଶ ମାଝୀ, ସମନାଥ ଗୌଡ଼, ଖିରୋଦ ଗରଡ଼ା,ଗୋରା ହରିଜନ ସୁଶାନ୍ତ ହରିଜନ ଯସେଫ ହରିଜନ, ରୁକଧର ହରିଜନ, ମାନସ ହରିଜନ କମଳସାଏ ସାନ୍ତା, ବସନ୍ତ ସାନ୍ତା,ଲଛୀନ୍ଧର ସାନ୍ତା,ଇସ୍ରାଏଲ ହରିଜନ,ସମେତ ବ୍ଲକର ୬୦ ରୁ ଉର୍ଦ୍ଧ ଡ୍ରାଇଭର ସହ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିଲେ |
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


