ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର।

(AKN NEWS): ଆଜି ବିଜୁ ଜନତା ଦଳ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଜୟପାଟଣା ବ୍ଲକ ମୁଖିଗୁଡ଼ା ଠାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ଏଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ଏହି କାର୍ଯ୍ଯ କ୍ରମକୁ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରି ଯୋଗଦେଇ ଉଦ୍ଘାଟନ କରିଥିବା ବେଲେ ସମ୍ମାନିତ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର ଯୋଗଦାନ କରି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ଅମିତ୍ କୁମାର ଯାଦବ
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି ସମୟରେ ଅନ୍ୟତମ ଅତିଥି ଭାବରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ସଇଲେନ୍ଦ୍ର ରାଜ ସତ୍ୟନାରାୟଣ ଅଗ୍ରୱାଲ ଜୟପାଟଣା ବ୍ଲକ୍ ଯୁବ ସଭାପତି ଆମ୍ବୁଜ ଧଙ୍ଗଡା ମାଝି ଛାତ୍ର ବ୍ଲକ୍ ସଭାପତି ମୋଷିମ୍ ଖାଁ ଅନିଲ ନିଆଲ ପଙ୍କଜିନି ପଟ୍ଟନାୟକ ବସନ୍ତ ନାୟକ କୃପାସିନ୍ଧୁ ପଣ୍ଡା ବେଲାଲ ସେନ ମାଝି ଚିନ୍ମୟ ରାଉତ ଅମିତ୍ କୁମାର ଦାସ ପ୍ରଶାନ୍ତ ପଣ୍ଡା ଅଜୟ ମହଲିକ ନଟବର ହରିଜନ ଲକ୍ଷ୍ମଣ ରଣା ଷଷ୍ଠୀ ପଟେଲ ପ୍ରମୁଖ ଯୁବ ଛାତ୍ର ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


