ଓଡିଶା ଖବର

ଖଡ଼ିଆଳ ବାସିନ୍ଦା ସ୍ବର୍ଗତ ଆଇଏସ ଅଫିସର ଅଵୋଧ ନାରାୟଣ ତିୱାରୀ ଙ୍କ ଧର୍ମପତ୍ନୀ ମାହେଶ୍ୱରୀ ତିୱାରୀଙ୍କ ପରଲୋକ

(AKN NEWS): ପୁର୍ବତନ ଅବସରପ୍ରାପ୍ତ ଆଇଏଏସ ଅଫିସର ଅୱଦ ନାରାୟଣ ତିୱାରୀ ଙ୍କ ଧର୍ମପତ୍ନୀ ମାହେଶ୍ବରୀ ତିୱାରୀ ଙ୍କ ଆଜି ଦେହାନ୍ତ ହୋଇଯାଇଛି,ମାହେଶ୍ବରୀ ତିୱାରୀ ଙ୍କ ୯୫ ବର୍ଷ ହୋଇଥିବାବେଳେ ଅନେକ ଦିନ ରୁ ରୋଗାଗସ୍ତ ଅବସ୍ଥାରେ ଚିକିତ୍ସିତ ହେଉଥିଲେ,ଗତକାଲି ତାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଯୋଗୁଁ ଭୁବନେଶ୍ବର ର ଏକ ଘରୋଇ ହସପିଟାଲ ରେ ଭର୍ତି ହୋଇଥିଲେ,ରାତ୍ରି ୧ ଟା ସମୟ ରେ ହସପିଟାଲ ରେ ଶେଷ ନିସ୍ବାଶ ତ୍ୟାଗ କରିଥିଲେ,ସ୍ବର୍ଗତ ମାହେଶ୍ବରୀ ତିୱାରୀ ଙ୍କ ଦୁଇ ଝିଅ ଓ ତିନି ପୁଅ ଅଛନ୍ତି,ସେ ଜଣେ ଧର୍ମପରାୟଣ ମହିଲା ଥିଲେ,ସ୍ବାମୀ ଙ୍କ ବିୟୋଗ ପରେ ମଧ୍ୟ ଭୁବନେଶ୍ବର ରେ ରହି ଜନ ସମାଜ କାମ ରେ ସର୍ବଦା ରହୁଥିଲେ,ତାଙ୍କ ର ଦୁଖଦ ଖବର ଜାଣିବା ପରେ ତିୱାରୀ ପରିବାର ତଥା ତାଙ୍କ ସଂପର୍କିୟ ବନ୍ଦୁ ବାନ୍ଦବ ଙ୍କ ମଧ୍ୟରେ ଶୋକ ର ଛାୟା ଖେଲି ଯାଇଛି |

ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!