ଓଡିଶା ଖବର

ଗାଁ ଗାଁ ବୁଲି ଲୋକମାନଙ୍କ ସମସ୍ୟା ବୁଝୁ ଛନ୍ତି ଜିଲ୍ଲା ପରିଷଦ ଅରୁଣ କୁମାର ମିଶ୍ର 

ନବରଙ୍ଗପୁର (AKN NEWS): ନବରଙ୍ଗପୁର ଜିଲ୍ଲା ନନ୍ଦା ହାଣ୍ଡି ବ୍ଲକ୍ ଜୋନ୍ ୨-; ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅରୁଣ କୁମାର ମିଶ୍ର ରାଜନୀତି କୁ ଆସିଲା ପରେ ନନ୍ଦାହାଣ୍ଡି ବ୍ଳକ ଲୋକ ମାନଙ୍କ ସମସ୍ୟା ଦୂର ହେବାରେ ଲାଗିଛି।ଲୋକ ମାନଙ୍କ ପାଣି ସମସ୍ୟା ହେଉ, ଲୋକ ଯଦି ଦୁର୍ଘଟଣା ଗ୍ରସ୍ତ ହୋଇ ରହିଥାନ୍ତି ମେଡିକାଲ ଯାଇ ରୋଗ ମାନଙ୍କ ସମସ୍ୟା ବୁଝିବାରେ ହେଉ । ବର୍ତ୍ତମାନ ଯୋଗାଣ ବିଭାଗର ଷ୍ଟାଣ୍ଡିଙ୍ଗ୍ କମିଟିର ଏକ ସଦସ୍ୟ ହେବାପରେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ସ୍କୁଲ କୁ ମଧ୍ୟାହ୍ନଭୋଜନ ଓ ପାଠପଢ଼ା ସବୁ ଜାଗାରେ ଆଗୁଆ ହେଉଛନ୍ତି ଅରୁଣ ବାବୁ।

ଜିଲ୍ଲା ପରିଷଦ ଙ୍କ କହିବା ଅନୁଯାୟୀ ନିଜ ଅଞ୍ଚଳ ମରାଳୀ ଗ୍ରାମ ରେ କୌଣସି ଦେବା ଦେବୀମାନଙ୍କର ମନ୍ଦିର ନଥିବା ଯୋଗୁଁ ଦହଣା ପୂର୍ବତନ ସରପଂଚ ଜଗବନ୍ଧୁ ଜାନୀSDC ଯୋଜନା ମାଧ୍ୟମ ରେ ଏକ ବଡ ସିଦ୍ଧେଶ୍ୱର ମନ୍ଦିର ପାଇଁ ପାଞ୍ଚ ଲକ୍ଷ ଟଙ୍କାର ଏକ ମନ୍ଦିର ତିଆରି କରିଛନ୍ତି ବୋଲି ଅରୁଣ ବାବୁ କହିଛନ୍ତି। ଆଜି ସିଦ୍ଧେଶ୍ୱର ମନ୍ଦିରର ପୂଜାର୍ଚ୍ଚନା ସହିତ ପ୍ରତିଷ୍ଠା କରା ଯାଇଛି।ଏଠାରେ ନିଜେ ଜିଲ୍ଲା ପରିଷଦ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ଏମିତି ଅଞ୍ଚଳ ରେ ବିଭିନ୍ନ ସମସ୍ୟା ଜିଲ୍ଲା ପରିଷଦ ସଭାରେ ଉପସ୍ଥାପନା କରିବା ସହ ଅଞ୍ଚଳକୁ ସୁଦୃଢ କରିବି ବୋଲି ଆମ ପ୍ରତିନିଧିଙ୍କୁ ଜିଲ୍ଲା ପରିଷଦ କହିଛନ୍ତି। ମନ୍ଦିର ପ୍ରତିଷ୍ଠା କରିବା ଦେଖି ଅଞ୍ଚଳ ବାସି ଶ୍ରୀ ଅରୁଣ ବାବୁଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!