ଓଡିଶା ଖବର

ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ 

(AKN NEWS): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଳ ପଂଚାୟତ ଅନ୍ତର ଗତ ଅରେ ବେଡା ଗ୍ରାମରେ ଚାଲିଥିବା ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଖେଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି ମେମୋରିଆଲ ଫାଇନାଲ ଖେଳରେ ଦୁଇ ଦଳର ଖେଳ ବୋଗାର୍ଡ ସହ ଚିକିଲି ମଧ୍ୟ ରେ ଖେଳ ଆରମ୍ଭହୋଇ ଥିଲା ଏଥିରେ ବୋଗାର୍ଡ ସହଜରେ ବିଜୟ ଲାଭ କରିଥିଲା ପ୍ରଥମ ପୁରଷ୍କାର. କୁଡେ଼ ହଜାର ରହିଥିବା ବେଳେ ଦୃତୀୟ ପୁରସ୍କାର ପନ୍ଦର ହଜାର. ରଖା ଯାଇ ଥିଲା

ଏଥିରେ ମୁଖ୍ୟ ଅଥିତି ସୁଧିର କୁମାର ପଣ୍ଡା.ମୁଖ୍ୟବକ୍ତା ବୃଷଧ୍ଵଜ ବେନୁପାଣି.ସମ୍ମାନୀୟ ଅଥିତି ଯୁବରାଜ ବାଗ. ଖେଳ ପରିଚାଲନା କରିଥିଲେ ତ୍ରିନାଥ ରାଉତ.ଲାଇଣ୍ଡ ମେନ ହେଲେ କ୍ଷୀରୋଦ ଶବର .ମଙ୍ଗରାଜ ରାଉତ. ସହଯୋଗ କରିଥିବା ବେଳେ.କମେଣ୍ଟ ଟେଟର କରିଥିଲେ. ଦୁଃଶାସନ ଖରସେଲ.ସହଯୋଗ କରିଥିଲେ ଜ୍ଞାନ ନଦ ଧଙ୍ଗଡାମାଝି. ଦେବେନ୍ଦ୍ର ପଟେଲ. ଚିଣ୍ଟୁଧଙ୍ଗଡ଼lମାଝି. ଡିଙ୍ଗଗର ପରାଭୋଇ. ଦୟାନିଧି ମାଝୀ.ମଣିଲାଲନିଆଲ. ଉପସ୍ଥିତ ରହି ସହଯୋଗ କରିଥିଲେ

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!