ଚହକା ଶିଶୁ ବିଦ୍ୟାମନ୍ଦିର ଠାରେ ପରିବାର ଏକତ୍ରି କରଣ ଓ ସମର୍ପଣ ଦିବସ ବାର୍ଷିକ ଉସ୍ଵବ ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ସରସ୍ଵତୀ ବିଦ୍ୟା ମନ୍ଦିର ଠାରେ ତା ୩୧/୦୧/୨୦୨୫ ରିଖ ଶୁକ୍ର ବାର ଦିନ ପରିବାର ଏକତ୍ରିତ ଓ ସମର୍ପଣ ଦିବସ ବାର୍ଷିକ ଉତ୍ସବ ଆୟୋଜିତ ହୋଇଥିଲା ।ଉକ୍ତ ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ , ସମ୍ମାନୀତ ଅତିଥି ଭାବେ ଥୁଆମୁଲ ରାମ ପୁର ର ବ୍ଲକ ଅଧ୍ୟକ୍ଷ ଓ ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ , ଉଚ୍ଛଲା କ୍ଳଷ୍ଟର ସି ଆର ସି ସି ସ୍ବରାଜ ବାଗ, ସରସ୍ଵତୀ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀଯୁକ୍ତ ଦୁଲମଣି ପଟେଲ ,ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ବିଶ୍ଵାଳ,କମିଟି ସଦସ୍ୟ ଥବିର ରାଉତ,ଶରତ କୁମାର ଭୋଇ ,ସୁଧୀର ବିଶ୍ଵାଳ ,ବନିତା ପୁଞ୍ଜି ,ଜୟନ୍ତୀ ସାହୁ ଉପସ୍ଥିତ ଥିଲେ ।
ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଅତୁଲ୍ୟ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ର ଉଦେଶ୍ୟ ଜ୍ଞାପନ କରିଥିଲେ । ଗୁରୁଜୀ କରୁଣା କର ସାହୁ ,ରଞ୍ଜନ କୁମାର ଭୋଇ, ଦିଲୀପ କଟା,ପିଙ୍କୁ ବାଗ ,ଯଶୋବନ୍ତ ଯାନି,ଯୁଗେଶ୍ୱର୍ ମାଝୀ,ରଶ୍ମିତା ପଟେଲ,ରିଙ୍କି ବିଶ୍ଵାଳ,ଶକୁନ୍ତଳା ପ୍ରଧାନ, ଦେବକୀ ପଟେଲ, ସତ୍ୟ ଭାମା ମାଝୀ,ବିକ୍ରମ ପହରିଆ,ଜୟନ୍ତୀ ମାଝୀ,ସେବିକା ପ୍ରମିଳା ପଟେଲ,ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସୂଚାରୁ ରୂପେ ତୁଲାଇ ଥିଲେ । ପରିଶେଷ ରେ ଶିଶୁମାନଙ୍କୁ କ୍ରୀଡା ର ପୁରସ୍କାର କରାଯାଇ ଥିଲା
dhramgarh upa khanda ru shyam sundar agrawal akn news


