ଓଡିଶା ଖବର

ଛାତ୍ରପତୀ ମହାରାଜ ଶିଵାଜି ଙ୍କ ଜୟନ୍ତୀ ଜୟନ୍ତୀ ପାଳିତ ।

ଛାତ୍ରପତୀ ମହାରାଜ ଶିଵାଜି ଙ୍କ ଜୟନ୍ତୀ ଜୟନ୍ତୀ ପାଳିତ ।
କୁଚିଣ୍ଡା ‌..୨୯ .୩ .୨୦୨୫ ସମ୍ପ୍ରତି ଝୁଲେନ ପୋଲ ନିକଟସ୍ଥ ନରସିଂହ କଲେଜ ପ୍ରାଙ୍ଗଣରେ ଛତ୍ରପତି ଶିବାଜୀ ମହାରାଜଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସୁଶ୍ରୀ କୁମୋଦିନୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଓ ଆଦିବାସୀ ନେତା ରମେଶ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରପତୀ ଶିବାଜୀଙ୍କ ବିରତ୍ଵର ଗାଥା ପ୍ରକାଶ କରିଥିଲେ । ଶେଷରେ ଶୁଶ୍ରୀ ଅମ୍ବିକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଵାଲମତୀ ଦେହୁରୀ ନରସିଂ କଲେଜର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!