ଓଡିଶା ଖବର
ଜନସମ୍ପର୍କ ପଦ ଯାତ୍ରା

ଭୁବନେଶ୍ୱର (AKN NEWS):ଖୋର୍ଦ୍ଧା ମ୍ୟୁନିସିପାଲଟିର ବିଭିନ୍ନ ଓ୍ବାର୍ଡରେ ଆଜି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାରେ ଅନୁଷ୍ଠିତ ହୋଇ ଯାଇଛି l ସାଧାରଣ ଆଶୀର୍ବାଦ ।
ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ କାଉନସିଲରମାନଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ କର୍ମୀମାନେ ଯୋଗ ଦେଇ ଥିଲେ
ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋ ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


