ଓଡିଶା ଖବର

ଜ଼ିଲ୍ଲା ସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ଅନୁଷ୍ଠିତ

(AKN NEWS): ତା – 01.02.2024 ରିଖ ଦିନ ଜ଼ିଲ୍ଲା ସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା. ପୁରୀ ଜିଲ୍ଲାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ନିଜସ୍ୱ କବିତା ଆବୃତ୍ତି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।ସେଥି ମଧ୍ୟରୁ 3 ଜଣ ଙ୍କୁ କନକ ଲତା ପଣ୍ଡା,ସତ୍ୟବାଦୀ, ବିଷୁପ୍ରିୟା ମହାପାତ୍ର,ସଦର ଓ ଲକ୍ଷ୍ମୀ ବିଶ୍ଵାଳ,ବ୍ରହ୍ମଗିରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ଓ଼ ତୃତୀୟ ସ୍ଥାନ ରେ ପୁରସ୍କୃତ କରାଯାଇଥିଲା. ସମସ୍ତ ପ୍ରତିଯୋଗୀ ଙ୍କୁ ମଧ୍ୟ ଉତ୍ତରୀୟ ଓ଼ ମାନପତ୍ର ପ୍ରଦାନ କରାଯାଇଥିଲା. ଓଡ଼ିଆ ଭାଷା ସାହିତ୍ୟ ର ଉନ୍ନତି ଓଡ଼ିଆ ଭାଷା ର ସମ୍ମାନତା ପାଇଁ ଆଲୋକପାତ କରାଯାଇଥିଲା. ଏଥିରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ପ୍ରୋଗ୍ରାମ ଅଫିସର, ଜ଼ିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି, ନିର୍ମଲା ଫତେସିଙ୍ଗ ପୁଲିସ ଉଞ୍ଛ ବିଦ୍ୟାଳୟ ର ସାହିତ୍ଯ ଶିକ୍ଷୟତ୍ରୀ (ମୁଖ୍ୟମନ୍ତୀ ଙ୍କଦ୍ଵାରା ପୁରସ୍କୃତ -୨୦୨୪) ଯୋଗଦାନ କରି ସଭ୍ୟମାନଙ୍କୁ ସମର୍ଦ୍ଧିତ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!