ଜିଲ୍ଲା
Trending

ଜିଲ୍ଲାପରିଷଦ ଉପାଦକ୍ଷ୍ୟ ଅଶୋକ ଙ୍କ ଜନ୍ମଦିନ ରେ ଅନେକ ଶୁଭେଚ୍ଛା ଜଣାଇଲେ ବିଜେଡି ଦଳୀୟ କର୍ମୀ ଓ ଯୁବନେତା ସହ ଘନିଷ୍ଠ ଯୁବ ବନ୍ଧୁ

ଜିଲ୍ଲାପରିଷଦ ଉପାଦକ୍ଷ୍ୟ ଅଶୋକ ଙ୍କ ଜନ୍ମଦିନ ରେ ଅନେକ ଶୁଭେଚ୍ଛା ଜଣାଇଲେ ବିଜେଡି ଦଳୀୟ କର୍ମୀ ଓ ଯୁବନେତା ସହ ଘନିଷ୍ଠ ଯୁବବନ୍ଧୁ

ରାଜନଗର,(AKN NEWS):ଆଜି ଦିନରେ ରାଜନଗର ବ୍ଲକ ର ବଜେଡି ଦଳର ତ୍ରାଣକର୍ତ୍ତା ଓ ବରିଷ୍ଠ ଟାଣୁଆ ଯୁବ ନେତା ତଥା 31ନମ୍ବର ଜୋନ ଜିଲ୍ଲା ପରିଷଦ ସହିତ କେନ୍ଦ୍ରାପଡ଼ା ସାଂସଦ ଙ୍କ ରାଜନଗର ବ୍ଲକ ପ୍ରତିନିଧି ଶ୍ରୀ ଅଶୋକ କୁମାର ପ୍ରତିହାରୀ ଙ୍କ ର 51ତମ ଜନ୍ମଦିନ ଅବସର ରେ ରାଜନଗର ନିର୍ବାଚନ ମଣ୍ଡଳୀର ଅନେକ ଦଳୀୟ କର୍ମୀ ଓ ଦଳୀୟ ଯୁବ ଛାତ୍ର ନେତା ଏବଂ ଯୁବ ପ୍ରେମୀ, ଶତାଧିକ ସଂଖ୍ୟାରେ ଅଶୋକ ଭାଇ ଫ୍ୟାନ କ୍ଲବ ର ଶତାଧିକ ସଂଖ୍ୟା ର ସଦସ୍ୟ ମାନଙ୍କ ପକ୍ଷରୁ ଜନ୍ମଦିନ ର ଶୁଭ କାମନା ଓ ଶୁଭେଚ୍ଛା ସହିତ ଆଗାମୀ ଦିନରେ ଅଶୋକ ଭାଇ ଙ୍କ ଜୀବନ ଦୀର୍ଘ ମୟ ହେବା ସହିତ ଚଲାପଥ କୁସୁମିତ ହେଉ ବୋଲି ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି,!

କେନ୍ଦ୍ରାପଡ଼ା ରୁ ବ୍ୟୁରୋ ଚି଼ଫ ଅନିରୁଦ୍ଧ ସେଠି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!