ଓଡିଶା ଖବର

ଜିଲ୍ଲାପାଳ ଭାବେ ଯୋଗ ଦେଲେ ଚଞ୍ଚଳ ରାଣା

ପୁରୀ(AKN NEWS):ପୁରୀ ର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟ ରେ ଯୋଗ ଦାନ କରିଛନ୍ତି ଚଞ୍ଚଳ ରାଣା।ଏହା ପୂର୍ବରୁ ଶ୍ରୀ ରାଣା ଖୋର୍ଦ୍ଧା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।ସେହିଭଳି ପୁରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ର ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ବଦଳି ହୋଇଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!