ଓଡିଶା ଖବର
ଧର୍ମଗଡ଼ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାୟର ଜାତୀୟ ସେବା ଯୋଜନା ତରଫରୁ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଛିଲିପା ଗ୍ରାମ ଠାରେ ଅନୁଷ୍ଠିତ ହେଇ ଯାଇଛି ।

(AKN NEWS):ଧର୍ମଗଡ଼ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାୟର ଜାତୀୟ ସେବା ଯୋଜନା ତରଫରୁ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଛିଲିପା ଗ୍ରାମ ଠାରେ ଅନୁଷ୍ଠିତ ହେଇ ଯାଇଛି ।
ଏହି ଶିବିର ର ପର୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତିନି ଜଣ ମେଡିକାଲ ଅଫିସର ଗ୍ରାମର ବିଭିନ୍ନ ଲୋକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧନୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଅର୍ଚ୍ଚନା ଗୁଛି ,ଅଧ୍ୟାପକ ସରୋଜ ମେହେର , ଲୁସି ଗଉଡ , କୁମୁଦିନୀ ନାଏକ ,ଲକ୍ଷପତି ନାଏକ,ହିଂମାଶୁ ସାହା ଏବଂ ରଜନୀ ନାଏକ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


