ଅନନ୍ୟ

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ

(AKN NEWS): ଆଜି ଧୁମାଭଟା ଗ୍ରା.ପ.ହଟକଟ ଗ୍ରାମରେ କୃଷି ବିକାଶ ସହକାରୀ ଲିଃ.ଟେ ତରଫ ରୁ ମଟର ଚଣା ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବରେ ସରପଞ୍ଚ ବନମାଳୀ ନାଏକ,ଥିଲା ବେଲେ ବ୍ଲକ ସଂଯୋଗ ପଙ୍କଜ ଦିପ, ଧୁମାଭଟା ଭିଏ.ଡବଲୁ ବାବୁଲାଲ ସାହୁ, ଧୁମାଭଟା କ୍ଷେତ୍ର ସଂଯୋଗ କୃଷ୍ଟଚନ୍ଦ୍ର ମଲ୍ଲିକ,ଉପସ୍ଥିତ ରହି ହଟକଟ ଗ୍ରାମର ଅନେକ ଚାଷି ଉପସ୍ଥିତ ରହି ମଟରଚଣା ବଣ୍ଟନ କରଗଲା ଚାଷି ମାନଙ୍କୁ ମଟରଚଣା ଦେଇ ଥିବାରୁ ଚାଷି ମାନେ ବହୁତ ଖୁସି ଅନୁଭବ କରିଥିଲେ, ମଟରଚଣା ପାଇଥିବା ଚାଷି ମାନେ ହେଲେ ଉଦ୍ଧବ ପସାଏତ୍, ସୁଦାମ ନାଗ,ଜିତେନ୍ଦ୍ର ନାଗ, ନେତ୍ରି କଠାର,ସୂର୍ଯ୍ଯ ସିଂ ଠାକୁର, ପବିତ୍ର ବାଗ, ଅଭିରାମ ଖମାରୀ, ବେଳମତୀ ନାଗ, ସାଏବାନୀ କାଲସାଏ, ପଦ୍ମା ଖମାରୀ, ଟିକେଶ୍ବର ଠାକୁର, ସିତାରାମ ନାଗ, ବେଣୁଧର ଠାକୁର, ମାୟାଧର ବାଗ, ଲୋଚନା ମାଝି ଦନାର୍ଦ୍ଦନ ନାଗ, ବେଦମତୀ ଠାକୁର, ନେତାଜୀ ନାଗ, ସତ୍ଯ ନାରାୟଣ ଖମାରୀ,ସମସ୍ତେ ଉପସ୍ଥିତ ରହିଥିଲେ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!