ଓଡିଶା ଖବର

ନାବାଳିକା ଧର୍ଷଣ ମାମଲା…

ନାବାଳିକା ଧର୍ଷଣ ମାମଲା…

ନାବାଳିକା ଧର୍ଷଣ ମାମଲା… ତଦନ୍ତ ବାଟବଣା, ଦୀର୍ଘଦିନ ବିତିଗଲା ପରେବି ସୁଦ୍ଧା ପୋଲିସ୍ ର ହାତଖାଲି, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିକଟସ୍ତ ଲରମ୍ଭାଥାନା ରେଙ୍ଗାଳଜୁରୀ ଗ୍ରାମରେ ଘଟିଯାଇଥିଲା ଅଭାବନିୟ ଘଟଣା ଗୋଟେ ଆଦିବାସୀ ପରିବାର ର ନିରୀହ ନାବାଳିକାକୁ ରେଙ୍ଗାଳଜୁରୀ ଗ୍ରାମର ଷାଠିଏ ବର୍ଷୀୟ ସୁନାପୁଟେଲ୍ ଧର୍ଷଣକରିଥିବା ନାବାଳିକା ଲରମ୍ଭାଥାନାରେ ଲିଖିତ ଅଭିଯୋଗ କରିଥିଲେ ! କିନ୍ତୁ ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ବି ସୁଦ୍ଧା ନାବାଳିକା ନ୍ୟାୟପାଇବାରେ ଅସମର୍ଥ ହୋଇଛନ୍ତି ! ତ ଏଠି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଜାଣିଶୁଣି ପୋଲିସ୍ ଦୋଷୀକୁ ସୁରକ୍ଷାଦେଉନିତ ! କାହା ଚାପରେ ଲରମ୍ଭା ପୋଲିସ ଏ ନିରୀହଝିଅ କୁ ପୋଲିସ୍ ନ୍ୟାୟଦେଇପାରିବ ତ କି ଅଳ୍ପତଦନ୍ତ କରି ମାମଲାକୁ ଚାପିଦିଆଯିବନିତ ! ନିରୀହ ନାବାଳିକା ପ୍ରତି ଯେଉଁ ଅନ୍ୟାୟ ଅତ୍ୟାଚାର ହୋଇଛି ପ୍ରକୃତ ଦୋଷୀ ଦଣ୍ଡପାଇବ ନା ଖସିଯିବାରେ ସଫଳ ହେବ! ତାହାଏବେ ପ୍ରଶାସନ ତରଫରୁ ଦେଖିବାକୁ ବାକିରହିଲା।

ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ୍ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!