ଓଡିଶା ଖବର

ପଟେସ ଗ୍ରାମରେ ରେ ଘଟିଛି ଛାତିଥରା ଦୃଶ୍ୟ 

(AKN NEWS): କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଅନ୍ତରଗତ ପଣ୍ଡିଗାଁ ପଞ୍ଚାୟତ ପଟେଶ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଛାତି ଥରା ଦୃଶ୍ୟ ଏକ ଚାଷ ଜମିରେ ମୃତଦେହ ଉଦ୍ଧାର ହୋଇଛି ମୃତ ଜଣକ ହେଉଛନ୍ତି ଅଲେଖନିଆଲ ବୟସ 53.ବର୍ଷ ମୃତ ଦେହଟି ଚାଷଜମିରେ ଉଦ୍ଧାର ହୋଇଛି ସକାଳେ ଜଳଖିଆ ଖାଇ ସାରିବା ପରେ ଅଲେଖ ନିଜ ଚାଷ ଜମିକୁ ଯାଇଥିଲେ କିନ୍ତୁ ପରବର୍ତୀ ସମୟରେ ଘରକୁ ଫେରିଲେ ନାହିଁ ତାଙ୍କ ପରିବାର ଲୋକ ଖୋଜାଖୋଜିକରିବାବେଳେ ଚାଷ ଜମିରେମୃତ ଦେହ ପଡିଥିଲା ସମ୍ପକୀୟ ଏନେଇ ଖବର ଦେବାପରେ ଘଟଣା ସ୍ଥଳରେ ପରିବାର ଲୋକ ଏବଂ ସମ୍ପର୍କୀୟ ମାନେ ପହଞ୍ଚିଥିଲେ ଶବକୁ ଧରିଲେ ତାର ଚମଡା ଉଠିଯାଉ ଥିଲା ତେଣୁ ପରିବାର ଲୋକ ଏହା ଏକ ହତ୍ୟା ଅଭିଯୋଗ ଆଣିଛନ୍ତି କଳମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତଆରମ୍ବ କରିଛି

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!