ଓଡିଶା ଖବର
ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେଶ୍ରୀ ସୌରୀ କୁମାର ସାହୁ

(AKN NEWS): ଆଜି ପାଟଣାଗଡ଼ ସ୍ୱାଧିନ ପାର୍ଥି ପକ୍ଷରୁ ସୌରୀ ସାହୁ ସ୍ୱାଧୀନ ପାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ପହଁଚିଥିଲେ |ପରେ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ପାଖରେ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା ଏବଂ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଥିବା ଗରିବ ଙ୍କ ଗରିବ ଲୋକଙ୍କ ହକ ପାଇଁ ସ୍ୱଧିନ ପର୍ଥୀ ସୌରୀ ସାହୁ ଲଢେଇ କରିବ ଏବଂ ବିଜୟ ନିଶ୍ଚୟ ବୋଲି ଆଶାବାଦୀ ଅଛନ୍ତି
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


