ଓଡିଶା ଖବର
ପାଣି ସମସ୍ୟା

ଖୋର୍ଦ୍ଧା(AKN NEWS): ପାଣି ସମସ୍ୟା ହେଉ ଥିବା ଗ୍ରାମ ବାସୀ ଜିଲ୍ଲା ପାଳ ଙ୍କକାର୍ଯ୍ୟଳୟ ରେ ଧାରଣା ଦେଇଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଦେଉଳି ପଂଚାୟତ ଗୋଡ଼ା ଗ୍ରାମ ବାସୀ ପାଣି ସମସ୍ୟା ଜଣାଇବାକୁ ୧୫ କିମି ଚାଲିଲେ ଗ୍ରାମବାସୀ
ଗରା, ମାଠିଆ ଧରି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


