ଓଡିଶା ଖବର

ସଡ଼କ ଦୃଘଟଣା 

ଭୁବନେଶ୍ୱର (AKN NEWS): ଏକ ସଡ଼କ ଦୁର୍ଘଟଣା ଘଟି ଡ୍ରାଇଭର ଗୁରୁତ୍ୱ ହୋଇ ଥିବା ବେଳେ ହେଲ୍ପ ପରଙ୍କ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଲପଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବାବେଳେ ହେଲପର ମୃତ ହୋଇଥିବା ସୂଚନା ମିଳିଛି.. ଆଜି ଭୋର ଚାରିଟା ସମୟରେ ଘଟଣା ଘଟିଛି ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଟ୍ରକ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକା ଦେଇଛି। ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିଥିଲା

ହେଲପରଙ୍କ ମୃତଦେହକୁ ଟ୍ରକ୍ରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!