ଓଡିଶା ଖବର
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରେଳ ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ବାଣ୍ଟିଲେ ବାଲୁଗାଁ ଆରପିଏଫ

ଭୁବନେଶ୍ୱର (AKN NEWS): ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ବାଲୁଗାଁ ରେଳବାଇ ପୋଲିସ ପକ୍ଷରୁ ଯାତ୍ରୀଙ୍କୁ ଥଣ୍ଡା ପାନିୟ ୧୫୦୦ ରୁ ଉର୍ଦ୍ଧ ଯାତ୍ରୀ ଙ୍କୁ ଯୋଗେଇ ଦିଆଯାଇଥିଲା… ଏଭଳି ମହାନ କାର୍ଯ୍ୟ କୁ ରେଳଯାତ୍ରୀ ପ୍ରଶଂସା କରିଛନ୍ତି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


