ଓଡିଶା ଖବର

ପାରିକୁଦ ଗଡରେ ଭଜନ ସମାରୋହ ସହିତ ବୋଇତ ବନ୍ଦାଣ ଉତ୍ସବ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ ହନୁମାନ ବଜାରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା

OAS ଦେବାଶିଷ ପାତ୍ର ଉକ୍ତ ଉତ୍ସବର ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧକ୍ଷ ନୀଳକଣ୍ଠ ତ୍ରିପାଠୀ ମୁଖ୍ୟ ଅତିଥି ନୃସିଂହ ପାଢ଼ୀ ସମ୍ମାନିତ ଅତିଥି ଅଜୟ ସ୍ବାଇଁ ,ପ୍ରତାପ ଚନ୍ଦ୍ର ପଣ୍ଡା ବବୁଲ ପଲେଇ ଗଜପତି କଳା ପରିଷଦର ସୁମି ମମତା କୁନା ଓ ଆଞ୍ଚଳିକ କୃଷ୍ଣ ପ୍ରସାଦ କଳାକାର କୃଷ୍ଣ ମୋହନ,ନରେନ୍ଦ୍ର,ନାରଣ,ପୁଜାରାଣି, ଗୌରୀ ,କବି,ଡୋନା ଜେନା.. (ପ୍ରଥମ ସ୍ଥାନ) ବିନ୍ଦୁ ବଳୟର ଦୁଷ୍ମନ୍ତ ଏବଂ ବାଦ୍ୟ କଳାକାର ମାନେ ଭଜନ ପରିବେଷଣ ସହିତ ମାନପତ୍ର ସହ ସିଲ୍ ପାଇଥିଲେ । ଶ୍ଵେତ ଜାଲି ଓ ଅଜିତ୍ ପରିଡ଼ା ଏବଂ ବଜାର କମିଟି ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପାଞ୍ଚ ମୌଜା ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଏବଂ ଶିକ୍ଷକ ବିଭୁନାରାୟଣ ଜେନା ଙ୍କ ନେତୃତ୍ବରେ ବୋଇତ ବନ୍ଦାଣ ନିମନ୍ତେ ଚୟନ କମିଟି ଦ୍ଵାରା ସଙ୍ଗୀତ,ନୃତ୍ୟ ଏବଂ ସାଧବ ବୋହୂ ମାନଙ୍କୁ ସିକୃତି ପାତ୍ର ପ୍ରଦାନ କରାଯାଇଥିଲା ।

ଲକ୍ଷ୍ମୀ ଦଳେଇ, ମାମାଲି ,ବେବି, ବିସ୍ମିତା,ପାପାଲି,କଣ୍ଢେଇ, ଏବଂ ଶିବାନୀ ଓ କନ୍ଦାଖାଇ କଲେଜର ସ୍କାଉଟ ଗାଇଡି ଛାତ୍ର ଛାତ୍ରୀ ମାନଙ୍କୁ ଓ ଇପୀଙ୍ଗ ବାଉରୀ ପଲି ନୃତ୍ୟ ଶିଳ୍ପୀ ମାନଙ୍କୁ ନୃତ୍ୟ ଓ କବିତା ଆସର ପାଇଁ ପ୍ରାକ୍ତନ ଅଧକ୍ଷ ନୀଳକଣ୍ଠ ତ୍ରିପାଠୀ ଓ OAS ଦେବାଶିଷ ପାତ୍ର ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ସାଧବ ବୋହୂ ପ୍ରତିଯୋଗିତା ମଞ୍ଚକୁ ପରିଚାଳନା କରିଥିଲେ ଗାୟକ ନାରଣ ବେହେରା ଓ ଯୁବ ମନୋଜ କୁମାର ବାରିକ ସହଯୋଗ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଲୋକ ଶବ୍ଦ ଓ ସାଜସଯାରେ ବୁଲୁ ଜେନା ଓ ସୌମ୍ୟ ରଞ୍ଜନ ରଥ ଆଲୋକ ପରିଚାଳନା କରିଥିଲେ ।କୃଷ୍ଣ ପ୍ରସାଦ ଆଇଆଇସି ଭାବଗ୍ରାହୀ ରାଉତ ଙ୍କ ନେତୃତ୍ବରେ ପୋଲିସି ବାହିନୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!