ଓଡିଶା ଖବର
ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀ ଙ୍କୁ ଆର୍ଥିକ ସହାୟତା ହସ୍ତାନ୍ତର କାର୍ଯ୍ୟକ୍ରମ l

ବଲାଙ୍ଗିର ତା ୫ /10(AKN NEWS): ବଲାଙ୍ଗିର ଠାରେ ଅନୁଷ୍ଠିତ ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀ ଙ୍କୁ ଆର୍ଥିକ ସହାୟତା ହସ୍ତାନ୍ତର କାର୍ଯ୍ୟକ୍ରମ ରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତl କୁମାରୀ ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜ଼ିଲ୍ଲାପାଳ, ଜ଼ିଲ୍ଲା କୃଷି ଅଧିକାରୀ, ଜ଼ିଲ୍ଲା ର ଚାଷୀ ଯୋଗଦେଇଥିଲେ l
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ରେ ଦେଶର ୯ କୋଟି ଚାଳିଶ ଲକ୍ଷ ଚାଷୀ ଙ୍କ ବ୍ୟାଙ୍କ ଖାତା କୁ ୨0 ହଜାର କୋଟି ଟଙ୍କା ର ଆର୍ଥିକ ସହାୟତା ହସ୍ତାନ୍ତର ହୋଇଛି l ଆଜି ଭିସି ମୋଡ଼ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମ ରେ ଯୋଗ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ l
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


