କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରେ ବସବାସ କରୁଥିବା ବଣ ବାହାଡ ଘେରା ଅଞ୍ଚଳ ରେ ଥିବା କେରପାଇ ପଂଚାୟତ ର ସମସ୍ତ ଜନସାଧାରଣ ଙ୍କୁ ଚାଉଳ 2kg ଡ଼ାଲି 1/2kg ଚୁଡା, ଗୁଡ଼, ସାବୁନ, ସାରଫ, ଆଉ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ
ଏହି ସବୁ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଦେଇ ଆଜି କେରପାଇଁ ପଂଚାୟତ ର ପ୍ରାୟ 5ରୁ 8ଟି ଗ୍ରାମ ର ସମସ୍ତ ଲକଙ୍କୁ ନିଜର ସ୍ନେହ ଓ ଭଲପାଇବା ପ୍ରଦାନ କରିଥିଲେ oyss founder ଶ୍ରୀମତୀ ମାନସୀ ପ୍ରଧାନ ଏବଂ ତାଙ୍କ ସାଥିରେ ଥିଲେ ଥୁଆମୂଳ ରାମପୁର ବ୍ଲକ ର ସମାଜ ସେବି ମାନେ ସାହାଯ୍ୟ କରି ଥିଲେ, ସୁନାସିଂ ଭୋଇ, ଧନେଶ୍ୱର ନାଏକ,ପରମେଶ୍ଵର ନାଏକ, ଏବଂ ହେମନ୍ତ ନାଏକ, ଓ ତାଙ୍କ ସାଥି ମାନେ ମଧ୍ୟ ସହଯୋଗ କରି ଥିଲେ, oyss founder President.ଶ୍ରୀମତୀ ମାନସୀ ପ୍ରଧାନ ନିଜେ ଉପସ୍ଥିତି ରହି , କେରପାଇଁ, ସିଲେଟ, ସୂଂଗେର, ତଳ ଆମ ପଦର ପାଞ୍ଚୟତ ସବୁ ଏହିପରି ବଣ୍ଟନ କରିବାକୁ ମନସ୍ତ ପ୍ରକାଶ କରିଛନ୍ତି
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରୁ ରମାକାନ୍ତ ନାଏକ ଙ୍କ ରିପୋର୍ଟ akn news