ଓଡିଶା ଖବର

ପ୍ରଦୀପ କୁମାର ନାଏକଙ୍କୁ ବିଜୁ ଯୁବ ଜନତା ଦଳର ଯୁବସଭାପତି ଭାବରେ ଚୟନ କରିଛନ୍ତି ଥୁଆମୂଳ ରାମପୁର ଅଞ୍ଚଳ ବାସୀ l

(AKN NEWS):ବିଜୁ ଜନତା ଦଳ ତାର ସଂଗଠନ କୁ ତୃଣମୂଳସ୍ତରରୁ ସୁଦୃଡ ଅଧିକ ମୋଜବୁତ କରିବାପାଇଁ ସାଙ୍ଗଠନିକ ପ୍ରକ୍ରିୟା ଜାରି ରଖିଛି ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବର୍ତମାନ ଯୁବ ସଂଗଠନର ନେତୃତ୍ୱ ଚୟନ କରିସାରିଛି l ଦଳର ଯୁବ ନେତା ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଏକଙ୍କୁ ଥୁଆମୂଳ ରାମପୁର ବ୍ଲକର ନୂତନ ଯୁବ ସଭାପତି ଭାବରେ ଚୟନ କରାଯାଇଛି l ଏହାର ସ୍ୱୀକୃତି ପାଇଁ କଳାହାଣ୍ଡି ବିଜୁ ଜନତା ଦଳ ସଭାପତିଙ୍କ ନିକଟକୁ ପଠାଯାଇଛି l ଶୁକ୍ରବାର ଥୁଆମୂଳ ରାମପୁର ବ୍ଲକ ବିଜେଡି ସଭାଵପତି କପିଳାସ ନାଏକଙ୍କ ସଭାପତିତ୍ୱରେ ଥୁଆମୂଳ ରାମପୁର ଠାରେ ଦଳ ର କର୍ମ କର୍ତ୍ତାଙ୍କୁ ନେଇ ବୈଠକ ଆୟୋଜିତ ହଇଥିଲା l ଏଥିରେ ଦଳର ବରିଷ୍ଟ ନେତା ମାଣିକ୍ୟ ଚଦ୍ର ନାଏକ କାର୍ଯ୍ୟ କରି ସଭାପତି କୈଳାଶ ପରିଛା ଫାଟୁସିଂ ଭୋଇ l ସାଧାରଣ ସମ୍ପାଦକ କୃଷ୍ଣ ଚଦ୍ର ନାଏକ l ଏସଟି ସେଲ ସଭାପତି ରାମ ମାଝୀ l ଏସସି ସେଲ ସଭାପତି ରାମେଶ୍ୱର ନାଏକ ଜୁନ -୧ ର ସଭାପତି – କୃଷ୍ଣ ଚନ୍ଦ୍ର ସାହୁ, ଜୁନ- ୨ ସଭାପତି ଲାଲ ନାଏକଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତି ତଥା ଥୁଆମୂଳ ରାମପୁର ବ୍ଲକ ବିଜୁ ଜନତା ଦଳର ମୁଖ୍ୟ କର୍ମକର୍ତା ମାନେ ମଧ୍ୟ୍ୟ ବୈଠକ ରେ ଉପସ୍ଥିତ ରହିଥିଲେ l

ରମାକାନ୍ତ ନାଏକଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!