ବର୍ତମାନ ର ବଡ ଖବର ସୁରୋଜ ମେହେର ଙ୍କୁ ଇଂରେଜ ଶାସନ ସମୟ ର ଆଦିବାସୀ ବିରୋଧୀ

AKN NEWS-ବର୍ତମାନ ର ବଡ ଖବର ସୁରୋଜ ମେହେର ଙ୍କୁ ଇଂରେଜ ଶାସନ ସମୟ ର ଆଦିବାସୀ ବିରୋଧୀ ଦୟାନିଧି ମେହେର ବୋଲି ଆଖ୍ୟା ଦେଇ ଓ ଅଷ୍ଟରତ୍ନ ବରିହା ଙ୍କୁ ବିଶ୍ବାସଘାତ କହି ଏକ ସଭା ରେ ଆଦିବାସୀ ମାନଙ୍କୁ ସଚେତନତା ଦେଇଥିଲେ ଆଗାମୀ ନିର୍ବାଚନ କୁ ନେଇ ସବୁ ଆଦିବାସୀ ମାନେ ଏକ ହୁଅ ଆଉ ସରୋଜ ମେହେର ଙ୍କୁ କେଉଁ ଗାଁ ଆସିଲେ କଡା ଜବାବ ଦେବେ ବୋଲି ଶ୍ରୀ ମିର୍ଧା କହିଥିଲେ ଆଦିବାସୀକଲ୍ୟାଣସଙ୍ଘ ବେଲପଡା ଉପସଭାପତି ଧନିରାମ ମିର୍ଧା ଆଜି ଅଇଲା ପାଳି ଝବଟୁପାଲି ରେ ଏକ ସଭା ରେ କହିଥିଲେ ଶ୍ରୀ ମିର୍ଧା ଆଦିବାସୀ ମହାପୁରୁଷ ଙ୍କୁ ପୂର୍ବତନ ବିଧାୟକ ସରୋଜ ମେହେର ଅପମାନ କରିଥିବା ହେତୁ ତାଙ୍କୁ କଡା ସମାଲୋଚନା କରି କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୬୨ ପ୍ରକାର ଆଦିବାସୀ ଭୋଟ ମାଧ୍ୟମରେ ଶ୍ରୀ ମେହେର ଙ୍କୁ ସମ୍ପୂର୍ଣ ବିରୋଧ କରିବେ ବଳି ସମସ୍ତେ ପ୍ରତିଜ୍ଞା କରିଥିଲେ । ପାଟଣାଗଡ ନିର୍ବାଚନ ମଣ୍ଡଳୀ ଆଦିବାସୀ ପ୍ରଦୂଷିତ ଅଂଚଳ ହେଇଥିବାରୁ ଶ୍ରୀ ମେହେର ଏବେ ହରଡ ଘଣାରେ ବିଧାୟକ ସୋରଜ ମେହେର।
Duryadhan Berge nka report AKN NEWS


