ରାଜନୀତି

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କେ,ବି ସିଂ ଦେଓଙ୍କ ପ୍ରତି ବଢୁଛି ଲୋକ ପ୍ରିୟତା !

ବଲାଙ୍ଗୀର,(AKN NEWS):ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ କେ,ବି ସିଂ ଦେଓଙ୍କ ପ୍ରତି ବଢୁଛି ଲୋକ ପ୍ରିୟତା ! ବିଗତ ପାଞ୍ଚବର୍ଷ ରେ ବିଜୁଜନତାଦଳ ନେତା ସରୋଜ ମେହେର ବିଧାୟକ ଭାବରେ ଯେପରୀ କାର୍ଯ୍ୟକ୍ରମ ମାନେ କରିଛନ୍ତି ତାହା ଲୋକେ ହଜମ କରିପାରୁନାହାନ୍ତି ! ସରୋଜ ମେହେରଙ୍କ କର୍ମୀ ତଥା କୁଜିନେତା ମାନେ ଯେପରୀ ଅନୈତିକ କାର୍ଯ୍ୟକଳାପ ଦାଦା ବଟି, ଠିକା ରାଜ୍, ମଦଭାଟି ଅସୁଳି ଲୁଣ୍ଠନ ଧର୍ଷଣ ମାମଲା ରେ ସମ୍ପୃକ୍ତ ଥିବା ଘଟଣା ! ଯେପରୀ ବିଗତ ପାଞ୍ଚ ବର୍ଷରେ ବ୍ୟାପିଛି ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି ! ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯେପରୀ ଉନ୍ନତି ମୁଲକ କାର୍ଯ୍ୟକ୍ରମ ଚାଲିଛି ଲୋକେ ବେଶ୍ ତାର ଉପଭୋଗ କରି ନିଜକୁ ସୁରକ୍ଷିତ ମନେକରୁଛନ୍ତି !ଓ କେ,ବି ସିଂ ଦେଓ ଙ୍କ ଶାସନ କାଳରେ ଯେପରୀ ନିଜକୁ ସୁରକ୍ଷିତ ମନେକରୁଥିଲେ ତାହା ଏବେ ସରୋଜ ମେହେର ଶାସନ କାଳରେ ନାହିଁ ବୋଲି ସାଧାରଣ ଜନତା ପଶ୍ଚାତାପ କରୁଛନ୍ତି ! ଗୋଟିଏ ରାଜା ଯେମିତି ନିଜ ପ୍ରଜାକୁ ଚଳାଚଲ କରେ ସେମିତି ଆମ ରାଜା କନକ ବର୍ଦ୍ଧନ ଆମକୁ ସୁ ଶାସନ ଦେଇ ଚଳାଚଲ କରିଆସୁଥିଲେ ବୋଲି ଜନତାଙ୍କଠୁ ଶୁଣିବାକୁ ମିଲୁଛି ! ଓ କେ,ବି ସିଂ ଦେଓଙ୍କୁ ଏଥର ପାଟଣାଗଡ଼ ବିଧାୟକ ଭାବରେ ସମସ୍ତେ ଦେଖିବାପାଇଁ ଶପଥ ନେଇଥିବା ସାଧାରଣ ଜନତାଙ୍କ ମୁଖରୁ ଜୋରସୋର୍ ଚର୍ଚ୍ଚା ହେଉଥିବା ଅଞ୍ଚଳବାସି ମତପ୍ରକାଶ କରିଛନ୍ତି ! ବଲାଙ୍ଗୀର୍ ଜିଲ୍ଲାରୁ କଞ୍ଜର ମୁନା ଙ୍କ ରରିପୋର୍ଟ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!