ଓଡିଶା ଖବର
ବାତ୍ୟା ଦାନାର ପ୍ରଭାବ ପାଇଁ ହବିଷ୍ୟାଳୀ ମା ମାନଙ୍କ ମନ୍ଦିର ଦର୍ଶନ ୨୪ ଓ ୨୫ ତାରିଖ ଦୁଇ ଦିନ ବନ୍ଦ ରହିଛି

(AKN NEWS): ବାତ୍ୟା ଦାନାର ପ୍ରଭାବ ପାଇଁ ହବିଷ୍ୟାଳୀ ମା ମାନଙ୍କ ମନ୍ଦିର ଦର୍ଶନ ୨୪ ଓ ୨୫ ତାରିଖ ଦୁଇ ଦିନ ବନ୍ଦ ରହିଛି।ତେବେ ମା ମାନେ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଭଜନ କୀର୍ତ୍ତନ ଜାରି ରଖିଛନ୍ତି।
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


