ଓଡିଶା ଖବର

ବିନା ପଞ୍ଜିକରଣରେ ଚାଲୁଥିବା ମୋଟର ଯାନ ସୋରୁମକୁ ଆଞ୍ଚଳିକ ପରିବହନର ଛାଟ

(AKN NEWS): ତା ୫/୩।୨୫ ରିଖ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ତଥା ଆରଟିଓ ଏବଂ ତାଙ୍କ ଟିମଙ୍କ ଦ୍ଵାରା ଏକ ଅଚାନକ ଚଢାଉ କରାଯାଇଛି। ବିନା ପଞ୍ଜିକରଣରେ ଚାଲୁଥିବା ମୋଟର ଯାନ ସୋରୁମ ଗୁଡିକୁ ଫାଇନ କରାଯାଇଛି। ଏଥିରେ ୧୦ ଗୋଟି ଗାଡିକୁ ଜୋରିମାନା କରାଯାଇଛି । ମୋଟର ଯାନ ସୋରୁମ ମାନଙ୍କର ଅବଗତି ନିମନ୍ତେ ଜଣାଇଦିଆଯାଉଛିକି ଆଗାମୀ ଦିନମାନଙ୍କରେ ଏହାକୁ କତାକଡି କରାଯିବ। ଆଇନର ଅବମାନନା କରୁଥିବା ସୋରୁମ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫୁରୁ କୁହାଯଇଅଛି ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!