ଓଡିଶା ଖବର

ଭାରତୀୟ ଜନତା ପାର୍ଟିର ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା ସଭାଅନୁଷ୍ଟିତ   

କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ନୂତନ ଭାରତୀୟ ଜନତା ପାର୍ଟି ର ଜୁନ ସଭାପତିଙ୍କୁ ସମ୍ବର୍ଦ୍ଧନା ସଭା ମହା ସମରାଜରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟି ର ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ନୂତନ ରଣମାଲ ମଣ୍ଡଳର ନୂତନ ସଭାପତି ଶ୍ରୀ ଅର୍ଜୁନ ଛତ୍ରୀଆ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ମଣ୍ଡଳ ପ୍ରତିନିଧି ସୁଧାଂଶୁ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ମଣ୍ଡଳ ପୂର୍ବରୁବାନେର ମଣ୍ଡଳ ହୋଇଥିବା ବେଳେ ବନେର , କୁଚାଗାଁ, ଭଇରିପାଲି, ଖାଲୁଅଭଟା, ଛିନ୍ନକାଗୁଡା ସହିତ ଜାତିତ ଥିବା ବେଳେ ବର୍ତ୍ତମାନ ରଣମାଲ , ବଡ଼ଟେମରି ଭେଜିଗୁଡା, ରଣମାଲର ନୂତନ ମଣ୍ଡଳ ଗଠିତ ହୋଇଛି । ଏହା ବହୁ ପ୍ରତୀକ୍ଷିତ ର ଅନ୍ତ ଘଟିଛି । ଏହା ଅଞ୍ଚଳ ବହୁ ପ୍ରତିକ୍ଷିତର ଅନ୍ତ ଘଟିଛି । ନୂତନ ମଣ୍ଡଳ ସଭାପତି ରୂପରେ ଅର୍ଜୁନ ଛତ୍ରୀଆଙ୍କୁ ପାଇ ଉଚ୍ଚବ ମୁଖରିତ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କ ଧର ବିହାରୀ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!