ଓଡିଶା ଖବର
ଭୂବନେଶ୍ବର ଠାରେ ଆୟୋଜିତ ଚେସ କୋଚ ସେମିନାର ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ

(AKN NEWS): ଅନ୍ତର୍ଜାତିକ ଚେସ କେଳାଳି ତଥା ପାଟଣାଗଡ ବାସିନ୍ଦା ରଞ୍ଜିତ ସିଂହ ବାବୁ ଭାରତୀୟ ଚେସ ମହାସଂଘ ଦ୍ବାରା ତଥା ଭାରତୀୟଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ସହଯୋଗ ଓ ଅନ୍ତର୍ଜାତିକ ଚେସ ମହାସଂଘ ର ତତ୍ତ୍ବାବଧାନ ରେ ଭୂବନେଶ୍ବର ଠାରେ ଗତ ୧୫ ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ୨୦୨୩ ପ୍ରର୍ଯନ୍ତ ଆୟୋଜିତ ଚେସ କୋଚ ସେମିନାର ତଥା ପରିକ୍ଷାରେ ଭାରତ ବିଭିନ୍ନ ରାଜ୍ଯ ର ଜଣାଶୁଣା ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପରିକ୍ଷାରେ ପାଟଣାଗଡ ର ରଞ୍ଜିତ ସିଂହ ବାବୁ ସଫଳତା ହୋଇଛନ୍ତି। ଏଥି ପାଇଁ ପାଟଣାଗଡ ଅଞ୍ଚଳ ର ଚେସ ଖେଳାଳୀ ମାନେ ଉତ୍ସାହିତ ଅଛନ୍ତି। ଚେସ ଖେଳ ର ପ୍ରସସା ତଥା ନୂତନ ଚେସ ଖେଳାଳୀଙ୍କୁ କୋଚିଂ ଦେବେ ବୋଲି ଶ୍ରୀ ବାବୁ କହିଛନ୍ତି।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


