ଓଡିଶା ଖବର

ମାଁ ମାଣିକ୍ୟ ସଂଗଠନ” ତରଫରୁ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି

(AKN NEWS): ଆଜି ତା- ୦୭.୦୯.୨୦୨୪ “ମାଁ ମାଣିକ୍ୟ ସଂଗଠନ” ତରଫରୁ ଶ୍ରୀଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗ ଦେଇଥିଲେ । ଏଥିରେ ସଂଗଠନ ର ସଭାପତି ଦୂର୍ବାଦଳ ସିଂହ ଓ ସମ୍ପାଦକ ପବନ କୁମାର ସାହୁ ଙ୍କ ସହିତ ଆଲୋକ ସାହୁ, ବିକି ପାଢ଼ୀ, ଦୁଷ୍ମନ୍ତ ସିଂହ, ବିଜୟ ବଗର୍ତ୍ତି, ମନୋଜ ଅଗ୍ରୱାଲ, ଦୀପକ ସିଂହ, ସ୍ବପ୍ନିଳ ସାହୁ, ସ୍ମୃତି ରଞ୍ଜନ ନାୟକ, ସାହିଲ ସାହୁ, ମଞ୍ଜିତ୍ ପାତ୍ର, ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!