ରାଉରକେଲା ରେ ସ୍ବର୍ଗରଥ (ମାଗଣା ସେବା)

ରାଉରକେଲା ରେ ସ୍ବର୍ଗରଥ (ମାଗଣା ସେବା)
ରାଉରକେଲା (AKN NEWS): ଆଗାମୀ 10th ଡ଼ିସେମ୍ବର-2023 ରିଖରେ ଥିବା “WORLD HUMAN RIGHT’s Day” ଉପଲକ୍ଷେ ରାଉରକେଲା ସହରର ଜନତା-ଜନାର୍ଦନ ଗଣଙ୍କୁ “ଆନ୍ତର୍ଜାତୀୟ ମାନବାଧିକାର ଦୀଵସ”ର ଶୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ଯାଇ ଆମ ଏହି ରାଉରକେଲା ସହରରୁ ନବନିର୍ମିତ “ଆନ୍ତର୍ଜାତୀୟ ମାନବାଧିକାର ବାହିନୀ” (IHRF) ସଂସ୍ଥାର ସମସ୍ତ ଶତାଧିକ ସଦସ୍ୟ ଗଣଙ୍କ ତରଫରୁ ସମ୍ପୂର୍ଣ୍ଣ ନିଷ୍ଠା ଓ ନିସ୍ଵାର୍ଥପର ସେବା ଯୋଗାଇ ଦେବାର ଲକ୍ଷ୍ୟରଖି ଆଜି ତା-05/12/2023ରିଖ ସନ୍ଧ୍ୟା:04:30P:M ଘଟିକା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ “ସ୍ୱର୍ଗରଥ” ସେବା ପାଇଁ ଏକ “ଅନ୍ତିମ-ବାହନ” ନାମ୍ନୀ ଗାଡ଼ିଟିକୁ ନିଜ କରକମଳରେ ଉନ୍ମୋଚନ କରିବାକୁ ନିଜ ସ୍ୱଇଚ୍ଛାରେ ଆସି ଏହି ଆମରି ଉଦଘାଟନ ସଭାସ୍ଥଳରେ ଉପସ୍ଥିତ ରହିବାକୁ ଆମ ରାଉରକେଲା ସହରର ସମସ୍ତ ସତ-ହୃଦୟଧାରୀ ସହରବାସି ଗଣଙ୍କୁ ଆମେ IHRF-TEAM ଆଜି କୋଟି ବିନମ୍ର ସହକାରେ ଅନୁରୋଧ ପୂର୍ବକ ଆବେଦନ କରି ଜଣାଇବା ସହିତ ହାର୍ଦ୍ଧିକ ନିମନ୍ତ୍ରଣ କରୁଛୁ🙏🏻
Mr.BISWAJIT MALLIK
CHAIRMEN & FOUNDER of INTERNATIONAL HUMAN RIGHT’S FORCE -(IHRF)
MO:-8144895939
ସୁନ୍ଦରଗଡ଼ ଜିଲ୍ଲା ବ୍ୟୁରୋ ବସନ୍ତ କୁମାର ଜେନାଙ୍କ ରିପୋର୍ଟ ଏକେଏନ ନିୟୁଜ


