ଓଡିଶା ଖବର

ରାଜଧାନୀ ରେ ଅବକାରୀ ଚଢ଼ାଉ 

ଭୁବନେଶ୍ୱର(AKN NEWS): ଭୁବନେଶ୍ୱର ରେ ଅବକାରୀ ପକ୍ଷରୁ ଚଢ଼ାଉ ହୋଇ ଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଆଜି ରାଜଧାନୀର ନୟାପଲ୍ଲୀ ନୀଳକଣ୍ଠନଗରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଘଟଣାସ୍ଥଳରୁ ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତକରାଯାଇଛି। ଘର ଭିତରେ ଦେଶୀ ମଦ ରନ୍ଧା ଚାଲିଥିବାର ଦେଖିବାକୁ ମିଳିଥିଲା। ସେଠାରୁ ସେସବୁ ସାମଗ୍ରୀକୁ ଜବତ କରିବା ସହ ମଦ, ପୋଚ, କଞ୍ଚାମାଲକୁ ନଷ୍ଟ କରିଛି ଅବକାରୀ ବିଭାଗ।ସୂଚନାଯୋଗ୍ୟ, କିଛିଦିନ ତଳେ ପୁଲିସ ସାଲିଆ ସାହିରେ ଚଢଉ କରିଥିଲା। ପ୍ରତି ବର୍ଷ ବିଭିନ୍ନ ସମୟରେ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଉଥିଲେ ବି କାହିଁକି ସେଠାରେ ମଦବନ୍ଦ ହୋଇପାରୁନି ତାହା ସମସ୍ତଙ୍କୁ ବିସ୍ମିତ କରିଛି।ତେବେ ଗଞ୍ଜାମ ଚିକିଟି ମଦ ଘଟଣା ପରେ ରାଜ୍ୟ ସରକାର ବର୍ତମାନ ଆକ୍ସନ ମୁଡ଼ ରେ

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!