ଓଡିଶା ଖବର

ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ । ଏନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (AKN NEWS): ଆଗାମୀ ଦିନରେ ଶୀଘ୍ର ନିଷ୍ପତ୍ତି । ଶୀଘ୍ର ତଦନ୍ତ କମିଶନ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ନିଷ୍ପତ୍ତି ନିଆଯିବ । ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ । ଏନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି, ଆଗାମୀ ଦିନରେ ଶୀଘ୍ର ନିଷ୍ପତ୍ତି । ଶୀଘ୍ର ତଦନ୍ତ କମିଶନ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ନିଷ୍ପତ୍ତି ନିଆଯିବ ।ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଚାଲିଛି । ପୂର୍ବର ବିଜେଡି ସରକାର ମାର୍ଚ୍ଚ ୫, ୨୦୨୪ରେ ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ‌ଯେ ଘଟଣାର ୧୫ବର୍ଷ ପରେ ସିବିଆଇ ତଦନ୍ତ ଦାବି କରାଯାଉଛି । ଅଥଚ ଏହି ଘଟଣାରେ ଫୁଲବାଣୀର ଅତିରିକ୍ତ ସେସନ୍ସ କୋର୍ଟ ୨୦୧୩ ମସିହାରେ ଶୁଣାଣି କରି ଦଣ୍ଡ ଦେଇ ସାରିଛନ୍ତି । ସେମାନେ ଏହା ବିରୋଧରେ ୨୦୧୩ରେ ହାଇକୋର୍ଟରେ ଅପିଲ୍ କରିଛନ୍ତି। ଏହାର ଶୁଣାଣି ହୋଇନି। ତେଣୁ ସିବିଆଇ ତଦନ୍ତ ଦାବିକୁ ଖାରଜ କରାଯାଉ।

ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!