ଓଡିଶା ଖବର

ରାଜ୍ କିରଣ ସିଂ ଦେଓ ରକ୍ତଦାନ କରି ମାନବିକତାର ପରିଚୟ, ଜଣେ ଆବଶ୍ୟକ ଥିବା ମହିଳାଙ୍କୁ ରକ୍ତଦାନ କଲେ

ରାଜ୍ କିରଣ ସିଂ ଦେଓ ରକ୍ତଦାନ କରି ମାନବିକତାର ପରିଚୟ, ଜଣେ ଆବଶ୍ୟକ ଥିବା ମହିଳାଙ୍କୁ ରକ୍ତଦାନ କଲେ
ନୂଆପଡା,(AKN NEWS):୦୩.୦୬. ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଗର୍ଭବତୀ ମହିଳାଙ୍କୁ ସହାୟତା କରିଛନ୍ତି। ସିନାପାଲି ବ୍ଲକ ନଙ୍ଗଲବୋଡ଼ ପଞ୍ଚାୟତ ଭୁଲିଆଭଟା ଗ୍ରାମର ଧନମତୀ ମାଝୀ ୩୨ବୟସ ଙ୍କୁ ଓ ପୋଜିଟିଭ ରକ୍ତଦାନ କରିଛନ୍ତି। ନୂଆପଡ଼ା ନିବାସୀ ରାଜ୍ କିରଣ ସିଂ ଦେଓ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ଜଣେ ଆବଶ୍ୟକ ଥିବା ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିଥିଲେ। ରକ୍ତଭାବ ରୁ କୌଣସି ମନୁଷ୍ୟ ମୃତ୍ୟୁ ସମାଜ ପାଇଁ ଏକ ଲଜ୍ଜ୍ୟା ଜଣକ ବିଷୟ ଅଟେ। ତେଣୁ ଯୁବ ଗୋଷ୍ଠୀ ରକ୍ତ ଦାନ କରିବାରେ ଆଗ୍ରହ ଦେଖାଉ ଥିବା ବେଳେ ରକ୍ତଦାନ ବିଭିନ୍ନ ଗ୍ରୁପ କରି ସ୍ବେଚ୍ଛାକୃତ ରକ୍ତଦାନ କରୁଛନ୍ତି।

OM PRAKASH AGRAWAL NKA REPORT AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!