ଓଡିଶା ଖବର

ସାମ୍ବାଦିକ କୁ ସୋସିଆଲ ମିଡ଼ିଆରେ ଦୁରର୍ବ୍ୟବହାର, ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ନାମରେ ଥାନାରେ ଏତଲା

ପାପଡାହାଣ୍ଡି, ( AKN NEWS): ପାପଡାହାଣ୍ଡି ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ପରେଶ ଜେନା ସାମ୍ବାଦିକ ମାନଙ୍କୁ ସୋସିଲ ମିଡ଼ିଆରେ ଦୁର୍ବ୍ୟବହାର ଏନେଇ ଅଧକ୍ଷା ଙ୍କ ପ୍ରତିନିଧି ନାମରେ ଥାନା ରେ ଅଭିଯୋଗ.

ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ପକ୍ଷରୁ ସାମ୍ବାଦିକ କୁ ସୂଚନା ଆଦାନ ପ୍ରଦାନ ନିମନ୍ତେ ଏକ ସୋସିଆଳ ମିଡିଆରେ ବ୍ଲକ-ସାମ୍ବାଦିକ ସୂଚନା ଗୃପ ଖୋଲାଯାଇଛି. ଯେଉଁଥିରେ ବ୍ଲକ ର ସମସ୍ତ ସାମ୍ବାଦିକ ବ୍ଲକ କିଛି କର୍ମଚାରୀ, ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ଓ ବ୍ଲକ ଉପାଧ୍ୟକ୍ଷା ଏହି ଗ୍ରୁପରେ ରହିଛନ୍ତି.୧୭ ତାରିଖ ହେଉଥିବା ସୁଭଦ୍ରା ଯୋଜନା ଶୁଭରାମ୍ବ କାର୍ଯ୍ୟକ୍ରମ ପାଇଁ ବ୍ଲକ ପ୍ରଶାସନ ତରଫରୁ ସାମ୍ବାଦିକ କୁ ନିମନ୍ତ୍ରଣ କରାଯାଇଥିଲା.ଗତକାଲି ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ସାମ୍ବାଦିକ ଯାଇଥିଲେ. ସାମ୍ବାଦିକ ଦୁର୍ବ୍ୟବହାର ହେବା ଯୋଗୁ କିଛି ସାମ୍ବାଦିକ ବ୍ଲକ ପ୍ରଶାସନ ଅବଗତ ନିମନ୍ତେ ବ୍ଲକ – ସାମ୍ବାଦିକ ସୂଚନା ଗୃପ ରେ ଅସୁବିଧା ନେଇ ଜଣାଇଥିଲ. ଗୃପ ରେ ସାମ୍ବାଦିକ ପ୍ରତି ଉତକ୍ଷିପ୍ତ ହୋଇ ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ପରେଶ ଜେନା ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଲାଞ୍ଚନ ଲଗେଇଥିଲେ. ଏଥିରେ ପାପଡାହାଣ୍ଡି ସାମ୍ବାଦିକ ସଙ୍ଘ ସଭାପତି ଏନ. ଜନାର୍ଦ୍ଦନ ରାଓ ଗୃପ ରେ ମନ୍ତ୍ୟବ ଲେଖିବା ପାଇଁ ଆପଣ କିଏ ବୋଲି କଲେଖିବାରୁ. ସେ ବ୍ୟକ୍ତିଗତ ହୋଇ ଜନାର୍ଦ୍ଦନ ରାଓ କୁ ଧମକ ଦେଇଥିଲେ. ଏନେଇ ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଙ୍ଘ ର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା. ଯେଉଁଥିରେ ସାମ୍ବାଦିକ ମାନେ ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ମନ୍ତ୍ୟବ କୁ ନିନ୍ଦା କରିବା ସହ ସ୍ଥାନୀୟ ବିଡ଼ିଓ କୁ ଘେରାଉ କରିଥିଲେ. ଏନେଇ ବିଡ଼ିଓ କୁ ସଙ୍ଘ ପକ୍ଷରୁ ପଚାରାଯାଇଥିଲା.।

ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ଙ୍କ ବ୍ଲକ କଣ ଅଧିକାର ରହିଛି।. ବ୍ଲକ ର ସମସ୍ତ କାମରେ କାହିଁକି ସ୍ୱ ହସ୍ତକ୍ଷେପ କରୁଛନ୍ତି.। ବ୍ଲକ ଫାଇଲ ନିଜେ ପରେଶ ଜେନା ବିକ୍ରି କରିବା ସହ ବ୍ଲକ ଫାଇଲ ରେ ସେ ନିଜ ହେମଳତା ମାଝୀ ନାମ ରେ ଦସ୍ତକ୍ଷତ କରୁଥିବା ଅଭିଯୋଗ ହେଉଛି.।ଗତ କିଛି ଦିନ ତଳେ ଫାଇଲ ବିକ୍ରି ନେଇ କିଛି ସମିତି ସଭ୍ୟା ଓ ସଭ୍ୟ ଜିଲ୍ଲପାଳ ନିକଟରେ ଅଭିଯୋଗ କରିଥିଲେ.। ସାମ୍ବାଦିକ କୁ ତୃତୀୟ ବ୍ୟକ୍ତି କାହିଁକି ଦୁର୍ବ୍ୟବହାର କରୁଛନ୍ତି।.ବିଡ଼ିଓ ଏହାର ଜବାବ ରଖଥିଲେ ସେ କୌଣସି କାମରେ ହସ୍ତକ୍ଷେପ କରୁନାହାଂତି. ବ୍ଲକ ଅଧକ୍ଷା ଙ୍କ କାର୍ଯ୍ୟଳୟ ରେ ଦିନ ତମାମ ପରେଶ ଜେନା ଙ୍କ କାମ କଣ, ବ୍ଲକ କାର୍ଯ୍ୟଳୟ ସେ ଦୀର୍ଘ ଅଢେଇ ବର୍ଷ ହେଲା ସେ ନିଜେ ଅଧକ୍ଷ ବୋଲି ପରିଚୟ ଦେଉଛନ୍ତି।. ଏନେଇ ପାପଡାହାଣ୍ଡି ବ୍ଲକ ସାମ୍ବାଦିକ ସଙ୍ଘ ସଭାପତି ଏନ. ଜନାର୍ଦ୍ଦନ ରାଓ ନିଜ ପ୍ରତି ଦୁର୍ବ୍ୟବହାର ହୋଇଥିବା ଓ ସମସ୍ତ ସାମ୍ବାଦିକ ପ୍ରତି ଦୁର୍ବ୍ୟବହାର ହୋଇଥିବା ସହ କୈଳାଶ ବିଷୋୟୀ (ସାମ୍ବାଦିକ) କୁ ଜୀବନରେ ମାରିଦେବା ନେଇ ଥାନା ରେ ଅଭିଯୋଗ କରିଛନ୍ତି.।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!