ଓଡିଶା ଖବର

ସାହାଯ୍ୟ ବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟ, ଜିଲ୍ଲା ଦେବଗଡ ପରିସରରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳନ ହେବେ

(AKN NEWS): ଆଜି ଅପରାହ୍ନ 2 ଟା ସମୟରେ ସାହାଯ୍ୟ ବାହାଲ ଆବାସିକ ଉଚ୍ଚ ବିଦ୍ୟାଳୟ, ଜିଲ୍ଲା ଦେବଗଡ ପରିସରରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳନ ହେବେ . ଛାତ୍ର, ଛାତ୍ରୀ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିବେ । ପରିବେଶବିତ ତଥା ବନ୍ୟ ପ୍ରାଣୀ ପ୍ରେମୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ।ଯୋଗ ଦେଇ ଉତ୍ସାହିତ କରିବା ହେବେ। ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ର, ଛାତ୍ରୀ ଗଣ

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!