ଓଡିଶା ଖବର

ସ୍ଥାନୀୟ ଜିଲ୍ଲା ପାଳ ସମ୍ମିଳନୀ କକ୍ଷରେ ଜିଲାପାଳ ଙ୍କ ଅଧକ୍ଷତାରେ ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

(AKN NEWS): ସ୍ଥାନୀୟ ଜିଲ୍ଲା ପାଳ ସମ୍ମିଳନୀ କକ୍ଷରେ ଜିଲାପାଳ ଙ୍କ ଅଧକ୍ଷତାରେ ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଆଇନ୍ ଶୃଙ୍ଖଳା, ରାସ୍ତାଘାଟ ମରାମତି, ପୂଜା ପୂର୍ବରୁ ମଦ ବନ୍ଦ, ଛତର ଯାତ୍ରା ସମଯ ରେ ଘୁମୁରା ଟ୍ରୁପ ସଂଖ୍ୟା ସୀମିତ ରଖା ଯାଉ, ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଦୁଇ ଗୋଟି ଧାରା ବିବରଣୀ ବ୍ୟବସ୍ଥା କରାଯିବ.

ମନ୍ଦିର ରୁ ବାହାରିବେ ପାହାନ୍ତିଆ 4 ଟା,ଜେନାଖାଲ ରୁ 6 ବଜେ, ମନ୍ଦିର ରେ ପହଞ୍ଚିବେ ଦିନ 11 ଟା 20 ରେ ବୋଲି ରାଜ ବାଟି ସୂତ୍ରରୁ ପ୍ରକାଶ କରିଛନ୍ତି

ବିଷ୍ଣ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!