ଓଡିଶା ଖବର

ସ୍ଳଗ୍-କମ୍ୟୁନିଟି ସେଷ୍ଟର ଉଦ୍ଘାଟନ କଲେ ରାଜ୍ୟସଭା ସାଂସଦ।

ସ୍ଥାନ- ବଲାଙ୍ଗୀର ଜିଲ୍ଲା(AKN NEWS):ପାଟଣାଗଡ଼ ବ୍ଳକ ଚନ୍ଦନଯୁରୀ ଗାଁରେ ବ୍ରହ୍ମ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମହିମା ମଠ ଠାରେ କମ୍ୟୁନିଟି ସେଣ୍ଟର ଉଦ୍ଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ନିରନଞ୍ଜନ ବିଶି।ଏହି ମହିମା ମଠ ୨୦୦୪ ମସିହାରେ ସ୍ଥାପିତ ହୋଇଥିଲା। ମହିମା ମଠ ରେ ମହିମା ବାବା ମାନଙ୍କ ସହ ଅନେକ ସାଧୁ ସନ୍ଥ ରହି ଆସୁଥିବା ରୁ ଏମପି ଲାଣ୍ତ ରାଜ୍ୟସଭା ଫଣ୍ଡ ରୁ ୪ ଲକ୍ଷ ଟଙ୍କା ର ଏକ କମ୍ୟୁନିଷ୍ଟ ସେଣ୍ଟର ନିର୍ମାଣ କରାଯାଇଛି। ଏହି ମଠର ଭିତ୍ତି ଭୂମି ବିକାଶ ଓ ପରିବେଶ ର ସୁରକ୍ଷା ପାଇଁ ପାଣ୍ଠି ଦିଆଯିବ।WDC ଓ ଅନ୍ୟାନ୍ୟ ଡେପାର୍ମେଣ୍ଟ ରୁ ପାଣ୍ଠି ଆଣିକି ଏହି ମଠ ଓ ପିଠ ର ସୈନ୍ଦର୍ଯ୍ୟ କରଣ ଉନ୍ନତି ଲାଗି ଆହୁରି ପାଣ୍ଠି ଦିଆଯିବ। ଯାହାଫଳରେ ଏହି ଅଞ୍ଚଳ ର ଲୋକ ଙ୍କ ପାଇଁ ମଙ୍ଗଳ ହେବ ବୋଲି ରାଜ୍ୟସଭା ସାଂସଦ ନିରନଞ୍ଜନ ବିଶି କହିଥିବା ବେଳେ। ଅନ୍ୟ ପଟେ ଏହି ମଠ କୁ ରାଜ୍ୟସଭା ପାଣ୍ଠି ରୁ ବିଭିନ୍ନ ଯୋଜନା ରୁ ଫଣ୍ଡ ଦେଉଥିବାରୁ ମହିମା ସନ୍ଥ ବାବା ମାନେ ରାଜ୍ୟସଭା ସାଂସଦ ନିରନଞ୍ଜନ ବିଶି ଙ୍କୁ ଧନ୍ୟବାଦ ଦେଇଛନ୍ତି

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!