ଓଡିଶା ଖବର

ଗମ୍ଭାରିପଙ୍କ ରେ ଚବିଶି ପ୍ରହରୀ ନାମଯଜ୍ଞ

ସମ୍ବଲପୁର ଜିଲ୍ଲା(AKN NEWS):ଶାସନ ଥାନା ଅଧିନସ୍ଥ କୁକୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିପଙ୍କ ଗ୍ରାମରେ ଗତ ୧୬ ତାରିଖ ରୁ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଅଛି। ୧୭ ତାରିଖ ସକାଳ ୧୦ଟାରୁ ପୂଜାବିଧି ଆରମ୍ଭ ହୋଇଥିଲା | ଯାହାକି ୨୦ ତାରିଖ ମଧ୍ୟାହ୍ନ ରେ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି | ପଣ୍ଡିତ ଶ୍ରୀରାମ ପଣ୍ଡା ପୂଡକ ର ଭୂମିକା ନିର୍ବାହ କରିଥିଲେ | କର୍ତ୍ତା ଭାବରେ ରାଜକୁମାର ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ପୂଜାରେ ବସିଥିଲେ।ଗମ୍ଭାରିପଙ୍କ ନାମଯଜ୍ଞ ର ବିଶେଷତ୍ୱ ହେଲା ଏଠାରେ ସଂକୀର୍ତ୍ତନ ପରଂପରା ର ସମସ୍ତ ରୂପ ଦେଖିବାକୁ ମିଳେ। ଏଥର ଏକ ନୁତନ ରୂପ ଦେଖିବାକୁ ମିଳିଥିଲା ତାହା ଅଇଁଲାପାଲି କଲାହାଣ୍ଡିରୁ ଆସିଥିବା ମହିଲା ସଂକୀର୍ତ୍ତନ ମଣ୍ଡଳୀ ପରିବେଶଣ କରିଥିଲେ। ତା ସାଙ୍ଗରେ ଅର୍ଣ୍ଣକୋଟରେ ସମସ୍ତ ଭକ୍ତ ପାଇଁ ପ୍ରସାଦ କରାଯାଇଅଛି |

 

ସମ୍ବଲପୁର ରୁ ପ୍ରଦ୍ୟୁମ୍ନ ବିଶି AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!