ସ୍ୱଚ୍ଛତା ପ୍ଲାଷ୍ଟିକପଲିଥିନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଙ୍କ ନିର୍ଦେଶ କ୍ରମେ ଆସନ୍ତା କାଲି ରଣମାଳଗ୍ରାମ ପଂଚାୟତ ରେ ପ୍ଲାଷ୍ଟିକସଂଗ୍ରହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କେମିତି ଗାଁପରିସର ସଫା ସୁତାର ରହିବ ତାହାକୁ ନେଇ ଆଜି ରଣମାଳ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତି ଶ୍ରଦ୍ଧାଞ୍ଜଳି ପଣ୍ଡା. ପିଇଓ ଶ୍ରୀ ସୁରେନ୍ଦ୍ର ବେସ୍ରା ସରପଞ୍ଚ ପ୍ରତିନିଧି ଶ୍ରୀ ସୁଧିରକୁମାର ପଣ୍ଡା grs.ବୀରେନ୍ଦ୍ର ଗହୀର. ପଂଚାୟତ ର ୱଡ ମେମ୍ବର. Mbk. Shg ଗ୍ରୁପ ଉପସ୍ଥିତ ରହି ପ୍ଲାଷ୍ଟିକ ସଂଗ୍ରହ କରିଥିଲେ
ସେହିପରି ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଅନ୍ତରଗତ ଭଇରୀ ପାଳି ଗ୍ରାମପଂଚାୟତ ରେ ପ୍ଲାଷ୍ଟିକପଲିଥିନ ସଂଗ୍ରହ କରିଥିଲେ ଏଥିରେ ଭଇରିପାଲି ଗ୍ରାମ ପଂଚାୟତ ର. Peo ସୁରେନ୍ଦ୍ରବେସ୍ରା.ସରପଞ୍ଚ ପ୍ରତିନିଧି ଶ୍ରୀ ଦୌତାରି ଛତ୍ରିଆ.grs ଦେବକୀ ମାଝୀ.mbk. Shg ଗ୍ରୁପ ସମସ୍ତ ୱର୍ଡ ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମ କ୍ରମକୁ ସଫଳ ମଣ୍ଡିତ କରିଥିଲେ.
କଳାହାଣ୍ଡି ରୁ ଟଙ୍କଧରବିହାରୀଙ୍କ ରିପୋର୍ଟ akn news


