ଓଡିଶା ଖବର

14 November 2025 ଶୁକ୍ରବାର ଦିନ ଓଡିଶା ଆଦର୍ଶ ବିଦ୍ୟାଳୟ ଥୁଆମୂଳ ରାମପୁର ଠାରେ ବହୁ ଧୁମ ଧାମ ରେ ଶିଶୁ ଦିବସ ପାଳନ କରିଥିଲେ l

(AKN NEWS): ଶିଶୁ ଦିବସ ଅବସରରେ ଶ୍ରୀଯୁକ୍ତ ଆଲକ ମିଶ୍ର ଜିଲ୍ଲା ପ୍ରକଳ୍ପ ସମନ୍ଵୟକାରି, ଅମରଜ୍ଵତୀ ଫାଉଣ୍ଡେସନ, ସୁନାଧର ମାଝୀ, ନୋଡାଲ ସି .ଆର. ସି .ସି ଥୁଆମୂଳ ରାମପୁର ସୁମନ୍ତ କୁମାର ରଣା, ସ୍ବେଛାସେବୀ ଯେ ଫାଉଣ୍ଡେସନ. ନିରଞ୍ଜନ ତ୍ରିପାଠୀ ଜିଲ୍ଲା ପ୍ରକଳ୍ପ ସମନ୍ୱୟକାରି ପୁରୀ ସମ୍ବୋହ ଅତିଥି ଭାବରେ ଯୋଗଦେଇଥିଲେ ଏହି ଉପଲକ୍ଷେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ଯେପରି କି, ବକୃତା, କୁଇଜ,ସଂଗୀତ, ଇତ୍ୟାଦି ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

ବିଦ୍ୟାଳୟର ସମସ୍ତ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟତ୍ରି ଯଥା – ଶ୍ରୀ ସୀତାକାନ୍ତ ରଣା (ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ) ଦେବବ୍ରତ ଦାସ,ବିଶ୍ୱନାଥ ହେମ୍ବ୍ରମ, ଆଲୋକ ମୋହାନ୍ତି, ପ୍ରଦୀପ କୁମାର ନାଗ, ସଂଗୀତା ଧରୁଆ, ଲିପିଶ୍ରୀ କାରିକ, ସ୍ନଯିବ କୁମାର ଭୋଇ, ପରମେଶ୍ୱର ସାମଲ, ରଣଜିତ ସାହୁ, ହିମାଡ୍ରି ନାଏକ, ରମେଶ କର, ମଳୟ କୁମାର ସରାବୁ, ଲହିତ କୁମାର ନାଗ, ଧରିତ୍ରୀ ବିଭାର, କ୍ରିଷ୍ଣା ମୁଣ୍ଡ, ସୁଜାତା କୋଚିନ, ନାଳ ନିଆଲ, ବିକୁ, ସଦାନନ୍ଦ ପଣ୍ଡା, ତିଲକ୍ରମ ନାଏକ, ଦୁର୍ବନ୍ତ ଗୋପାଳ, ପ୍ରବୃତ୍ତି ଉପସ୍ମିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଦିବସର ଶୁବେଚ୍ଛା ସହ ଆଶୀର୍ବାଦ ପ୍ରଦାନ କରିଥିଲେ l

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!