ଓଡିଶା ଖବର

୨୩ ତମ ଉପ କନିଷ୍ଠ ଜାତୀୟ  ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡି ର ଭୌମିକ

  • ୨୩ ତମ ଉପ କନିଷ୍ଠ ଜାତୀୟ  ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡି ର ଭୌମିକ 

ଭବାନିପାଟଣା,AKN NEWS: ଗତ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୩ ତମ ଉପ କନିଷ୍ଠ ଜାତୀୟ ଉତ୍ସୁ ପ୍ରତିଯଗିତା ଜମ୍ମୁ ବିଶ୍ୱ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରୁ ୧ ଖେଳାଳୀ ଓ ୧ ଜଣ ଅଫିସିଆଲ ସହିତ ୩୯ ଜଣ ଓଡ଼ିଶା ଦଳରେ ସାମିଲ ଥିଲେ କଳାହାଣ୍ଡି ର ଭୌମିକ ଭାରଦ୍ୱାଜ ଭୋଇ ପାରମ୍ପରିକ ତାଓଲୁ ବିଭାଗରେ କାନଶ୍ୟ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏଥିରେ ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ବିଚାରକ ଦାୟିତ୍ଵ ତୁଲାଇଥିଲେ।,

କୃଷ୍ଣ ଚନ୍ଦ୍ର ସାହୁ ଓଡିଶା ଟିମ ମ୍ୟାନେଜେର ଭାଭେ ଦାଇତ୍ୟ ରେ ଥିଲେ  ଖେଳାଳିଙ୍କୁ ରାଜ୍ୟ ଉଶୁ ସଂଘର ଅଧ୍ୟକ୍ଷ ଇ. ଏସ୍ଏସ୍ ହରିଚନ୍ଦନ, ସଭାପତି ବିଷ୍ଣୁ ମୋହନ ମହାନ୍ତି, ସାଧାରଣ ସମ୍ପାଦକ ଯୁବରାଜ ହରିଚନ୍ଦନ
କଳାହାଣ୍ଡି ଜିଲ୍ଲା ଉସୁ  ସଭାପତି ଜତୀନ୍ଦ୍ର ସାହୁ ଉପସଭାପତି ଚିଣ୍ଟୁ ପ୍ରସାଦ ନାଏକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଜିଲ୍ଲା କ୍ରୀଡ଼ା ଅଧୂକାରୀ ରମେଶ ଚନ୍ଦ୍ର ପାଢ଼ୀ ଓ ଭିଭିନ୍ନ କ୍ରୀଡା ମହଲରୁ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ପ୍ରେମୀ ପ୍ରମୁଖ ପଦକ ବିଜେତାଙ୍କୁ କେସିଙ୍ଗା ରେଳ ଷ୍ଟେସନ ରେ ସମ୍ବର୍ଦ୍ଧନା ଶୁଭେଚ୍ଛା ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!