ଓଡିଶା ଖବର
ପାରୁଆଭାଡ଼ିରେ ଜଳ ବିଭାଜିକା ତାଲିମ ଶିବିର

କୁଚିଣ୍ଡା (AKN NEWS): ୨୬/୨:ପରୁଆଭାଡ଼ି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜଳ ବିଭାଜିକା ତାଲିମ ଶିବିର ସହ କମ୍ପୋଷ୍ଟ୍ ଖତ ଦ୍ଵାରା ଚାଷ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅବସର ପ୍ରାପ୍ତ କୃଷି ଯନ୍ତ୍ରୀ ରବିନ୍ଦ୍ର କୁମାର ଦାସ ତାଲିମ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ କୁ ସ୍ଵେଚ୍ଛାସେବୀ ସସ୍ମିତା ସାହୁ ଓ ପଙ୍କ ଜିନୀ ନାୟକ ପରିଚାଳନା କରିଥି ଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ ବେହେରା,ପୁଷ୍ପାଞ୍ଜଳି ବେହେରା, ହରିପ୍ରୀୟା ପଟେଲ,ପୁଷ୍ପଲତା ସାହୁ,ପୀତବାସ ଚୌଧୁରୀ, ହିମାଂଶୁ ଚୌଧୁରୀ ଙ୍କ ସମେତ ବହୁ କୃଷକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


