ଓଡିଶା ଖବର

ଜେନ୍ ଇଉ ଇ ର ବହୁତ ବଡ଼ ସଫଳତା ।

(AKN NEWS): ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ବିବିନା ସଇଁତଳାର ଷଷ୍ଠ ଶ୍ରେଣୀ ଓ .ଏ.ଭି ପରିକ୍ଷା ୨୦୧୫ ର ରେଜଲ୍ଟ ପ୍ରକାଶ ପାଇଛି । ସଇଁତଳା ର ଜେନ୍ ଇଉ ଇ କୋଚିଙ୍ଗ ସେଣ୍ଟର ସଇଁନ୍ତଲା ରେ ଟିୟୁସନ ପଢୁଥିବା ୨୦ ଜଣ ଛାତ୍ର, ଛାତ୍ରୀ ଏହି ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଛନ୍ତି। ସଫଳତା ହାସଲ କରିଥିବା ଛାତ୍ର ମାନେ ହେଉଛନ୍ତି ତନ୍ମୟ ଶ୍ରୀବାସ୍ତ ବାଗ , ପ୍ରଜ୍ଞାମୟୀ କୁମାର, ସଂକଳ୍ପ କୁମାର ପୃଷେଠେ, ଆରାଧ୍ୟା ସିଂ, ଆଶୁତୋଷ ପଧାନ, ଆୟୁଷ୍ମାନ ପଧାନ, ଆରୋହୀ ନାୟକ , ସଞ୍ଜନା ପଟ୍ଟନାୟକ, ବନ୍ଦନା ପଧାନ, ସିଦ୍ଧି ତାଣ୍ଡି, ଶ୍ରୀୟା ପଧାନ, ଚୂନମୁନ ରଣା , ଦେବାଶିଷ ସା, ସ୍ବାଗତ ମେହେର, ନିଖିଲ ସାହୁ, ବେବିଶ୍ରୀ ସାହୁ, ବିନାୟକ ପଧାନ ,ନୀରବ ବେହେରା, ଛନ୍ଦା ଚରଣ କର୍ମୀ,ଲକ୍ଷ୍ମୀରାଣୀ ପଧାନ । ଗତ ବର୍ଷ ୨୦୨୪ ରେ ମଧ୍ୟ ଏହି କୋଚିଂ ସେଣ୍ଟର ରୁ ୧୫ ଜଣ ଛାତ୍ର ଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଏହି କୋଚିଂ ସେଣ୍ଟର ରେ ଦୀର୍ଘ୍ ୩ ବର୍ଷ ହେଲା ବାଦିପଡା ଗ୍ରାମର ମନୋଜ କୁମାର ରଣା ଏବଂ ମାଳପଡା ଗ୍ରାମର ର ଅଚ୍ୟୁତାନନ୍ଦ ସାହୁ ପିଲାମାନଙ୍କୁ ଶିକ୍ଷା ଦେଇ ଆସୁଛନ୍ତି। ସଇଁତଳା ଗ୍ରାମବାସୀ ଏବଂ ଆଖ ପାଖ ଅଂଚଳର ଅଭିଭାବକମାନେ ଶିକ୍ଷକ ମାନଙ୍କୁ ବେଶ୍ ପସନ୍ଦ କରିଛନ୍ତି ଓ ପିଲାମାନେ କହୁଛନ୍ତି ଆମ ସଫଳତା ପଛରେ ଆମ ଶିକ୍ଷକ ମାନଙ୍କ ବହୁତ ବଡ ଅବଦାନ ରହିଛି।

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!