ଓଡିଶା ଖବର

ଯାତ୍ରୀ ମାନଙ୍କ ସୁରକ୍ଷିତ ଉଦ୍ଧାର ଦିଗରେ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

(AKN NEWS):Breaking – ମଝି ଚିଲିକାରେ ଫସିରହିଛି ଲଞ୍ଚ। ଯାତ୍ରୀମାନଙ୍କୁ ପାରିକୁଦ ଗଡ ଚିଲିକା କୁଳରୁ ବାଲୁଗାଁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ହଠାତ୍ କଳା ମେଘ ବର୍ଷା ସାଙ୍ଗକୁ ପବନ ର ବେଗ ମାତ୍ରାଧିକ ହେବାରୁ ଲଞ୍ଚ ଚାଳକ ଆଗକୁ ନେଇ ନପାରି ଚିଲିକା ର ଗଭୀର ଜଳରାଶିରେ ଅଟକେଇ ରଖିଛନ୍ତି।20ରୁ ଉର୍ଦ୍ଧ ଯାତ୍ରୀ ଭୟଭୀତ ଅବସ୍ଥାରେ ଚିଲିକା ମଝିରେ। ସୂଚନା ମୁତାବକ ଅଧିକ ଯାତ୍ରୀ ଯାଇପରୁଥିବା ବଡ ଲଞ୍ଚ ଥିବାବେଳେ ଛୋଟ ଲଞ୍ଚ କୁ ଯାତାୟତରେ ବ୍ୟବହୃତ କରାଯାଉଅଛି। ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!