ଓଡିଶା ଖବର

ଧର୍ମଗଡ଼ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାୟର ଜାତୀୟ ସେବା ଯୋଜନା ତରଫରୁ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଛିଲିପା ଗ୍ରାମ ଠାରେ ଅନୁଷ୍ଠିତ ହେଇ ଯାଇଛି ।

(AKN NEWS):ଧର୍ମଗଡ଼ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାୟର ଜାତୀୟ ସେବା ଯୋଜନା ତରଫରୁ ଓ ସ୍ବାସ୍ଥ୍ୟ ସଚେତନତା ଶିବିର ଛିଲିପା ଗ୍ରାମ ଠାରେ ଅନୁଷ୍ଠିତ ହେଇ ଯାଇଛି ।ଏହି ଶିବିର ର ପର୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତିନି ଜଣ ମେଡିକାଲ ଅଫିସର ଗ୍ରାମର ବିଭିନ୍ନ ଲୋକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧନୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଅର୍ଚ୍ଚନା ଗୁଛି ,ଅଧ୍ୟାପକ ସରୋଜ ମେହେର , ଲୁସି ଗଉଡ , କୁମୁଦିନୀ ନାଏକ ,ଲକ୍ଷପତି ନାଏକ,ହିଂମାଶୁ ସାହା ଏବଂ ରଜନୀ ନାଏକ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!