ରାଜନୀତି

ଓଡିଶା ଆସିବେ ମୋଦି ଭୁବନେଶ୍ୱର :ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶା ଆସିବେ ମୋଦି

ଓଡିଶା ଆସିବେ ମୋଦି

ଭୁବନେଶ୍ୱର :ମେ’ ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ବ୍ରହ୍ମପୁରରେ ବିଶାଳ ରୋଡ଼ ସୋ କରିବେ ମୋଦି
ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ
ଶାହା ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି PM ମୋଦି
ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ସୂତ୍ରରୁ ସୂଚନା ପୂର୍ବରୁ ଏମିତି ଶାହ ଓ ଜେପି ନଡା ଆସିଓଡିଶା ରେ ବିଜେପି କେମିତି ମଜବୁତ ହେବ ଓ କମିତି ନିର୍ବାଚନ ରେ ଅଧିକ ସିଟ ବିଜେପି ଜିତି ସେ ଦିଗରେ ଦରଳ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି l ପ୍ରଧାନ ମନ୍ତ୍ରୀ ଗସ୍ତ କୁନେଇ କର୍ମୀ ଓ ବିଜେପି ସମର୍ଥକ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି l

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!