ଓଡିଶା ଖବର

ବାପା ଭୁଜାଲିରେ ପୁଅର ହତ୍ୟା

(AKN NEWS ): ନବରଙ୍ଗପୁର ଜିଲ୍ଲା ଅମଲାଭଟା ଗ୍ରାମପଞ୍ଚାୟତ ନିଲଗୁଣ୍ଡିଗୁଡ଼ା ଗ୍ରାମରେ ଏକ ମର୍ମାହତ ଛାତି ଥରା ହତ୍ୟା କାଣ୍ଡ କିଛି ପରିବାରିକ କଥା କୁ ନେଇ ବାପ ପୁଅ ମଧ୍ୟରେ ଧସ୍ତା ଧୁସ୍ତି ହଉ ହଉ ବାପା ଭୁଜାଲି ବାହାର କରି ନିଜ ପୁଅ, ସଲମନ୍ ଖୁରା ବୟସ 30,ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ,ପିତା ଶ୍ରୀ ନବୀନ ଖୁରା ବୟସ 56 ,ପିତା, ଧର୍ମୁଦାସ ଖୁରା ଗ୍ରାମ ନିଲଗୁଣ୍ଡିଗୁଡ଼ା ଗ୍ରାମପଞ୍ଚାୟତ ଅମଲାଭଟା ଥାନା ପାପଡ଼ାହାଣ୍ଡି, ଅଭିଯୁକ୍ତ ନିଜ ପୁଅ କୁ ହତ୍ୟା କରି ଫେରାର୍ ହୋଇ ଥିବାବେଳେ ପାପଡ଼ାହାଣ୍ଡି ପୁଲିସ୍ କାବୁକରି ଧରି ଥାନାକୁ ଆଣି ଅଟକ ରଖି ,ମୃତ୍ୟୁ ଦେହକୁ ଶୋବ ବେବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର କୁ ପଠା ଯାଇଥିବାର ସୂଚନା ମିଳିଛି।

ତେନ୍ତୁଳିଖୁଣ୍ଟି ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟAKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!