ଓଡିଶା ଖବର

ଘରେଇ କଲିରୁ ମୁହାଭାରତ ନିଜ କାକି କୁ ମାରି ଦେଲା ପୁତୁରା

ଘରେଇ କଲିରୁ ମୁହାଭାରତ ନିଜ କାକି କୁ ମାରି ଦେଲା ପୁତୁରା

 ପାଟଣାଗଡ, (AKN NEWS) :ଟାଙ୍ଗୀଆ ଚୋଟରେ ଖୁଡିର ମୃତ , ପୁତୁରା ଗିରଫ ସହ କୋର୍ଟ ଚାଲାଣ !

ଗତ କାଲି ଏ ଭଲି ଏକ ଅଭାବନିୟ ଘଟଣାଟି ଘଟି ଯାଇଥିଲା ! ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ବରପଦର ଗ୍ରାମ/ପଞ୍ଚାୟତ କୁତମୁଣ୍ଡା ଗ୍ରାମରେ ! ଜମିବାଡି ବିବାଦ କୁ ନେଇ କରି ନିଜ ଖୁଡି କୁ ହତ୍ଯା କଲା ପୁତୁରା ! ମୃତ ମହିଲା ଜଣକ ହେଲେ ଉତୁରା ଧରୁଆ ବୟସ ପ୍ରାୟ ୬୦ ଭିତରେ ହେବ ବୋଲି ଜଣା ପଡିଛି ! ଅଭିଯୁକ୍ତ ଚିତ୍ର ଧରୁଆ ପାଟଣାଗଡ ଥାନା କୁ ନିଜେ ଆସି ସଲଣ୍ଡର କରି ଥିବା ପୁଲିସ ସୁତ୍ରରୁ ଜଣାପଡିଛି । ଘଟଣାସ୍ଥଳ କୁ ପାଟଣାଗଡ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ଶବକୁ ଜବତ କରି ଶବ ବ୍ଯବଚ୍ଛେଦ କରି ତାଙ୍କ କରିବାକୁ ହସ୍ତାସ୍ତର କରିଛି ପୁଲିସ ! ଆଜି ଅଭିଯୁକ୍ତ କୁ ମଧ୍ଯ କୋର୍ଟ ଚାଲାଣ କରା ଯାଇଛି ବୋଲି କହିଛନ୍ତି ଏସ୍ ଡି ପି ଓ ସଦାନନ୍ଦ ପୁଝାରୀ !

ବଲାଙ୍ଗୀର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!